Latest Odisha News

BREAKING NEWS

DRDOରେ ବାହାରିଲା ଭ୍ୟାକେନ୍ସି, ଆଜିଠୁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ : ରକ୍ଷା ଅନୁସନ୍ଧାନ ଓ ବିକାଶ ସଂଗଠନ (DRDO) ରେ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଆସିଛି। ହାଇଦ୍ରାବାଦରେ ଥିବା ରିସର୍ଚ୍ଚ ସେଣ୍ଟର ଅପ୍ରେଣ୍ଟିସ୍‌ ପଦବୀ ପାଇଁ ଭର୍ତ୍ତି ବିଜ୍ଞପ୍ତି ଜାରି କରିଛି। ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା…

Bomb Threat: ବିମାନବନ୍ଦର ଏବଂ ସ୍କୁଲଗୁଡ଼ିକୁ ଉଡ଼ାଇ ଦେବାକୁ ଧମକପୂର୍ଣ୍ଣ ମେଲ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀକୁ ନିରନ୍ତର ବୋମା ଧମକ ପଠାଯାଉଛି। ଏହି ଧାରା ଥମିବାର ନାଁ ଧରୁ ନାହିଁ । ରବିବାର ଦିନ, ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦର (IGI ବିମାନବନ୍ଦର) ସମେତ ଅନେକ ସ୍କୁଲ ଏବଂ ଅନ୍ୟାନ୍ୟ ପ୍ରତିଷ୍ଠାନକୁ ବୋମା ଧମକ ମିଳିଥିଲା। ଏହି ସ୍ଥାନଗୁଡ଼ିକରେ…

ଲାଞ୍ଚ ମାମଲାରେ ଚୀନର ପୂର୍ବତନ କୃଷି ମନ୍ତ୍ରୀଙ୍କୁ ମୃତ୍ୟୁଦଣ୍ଡାଦେଶ 

ନୂଆଦିଲ୍ଲୀ: ଚୀନର ପୂର୍ବତନ କୃଷି ମନ୍ତ୍ରୀ ଟାଙ୍ଗ ରେଞ୍ଜିଆନଙ୍କୁ ୩୮ ନିୟୁତ ଆମେରିକୀୟ ଡଲାର ଅର୍ଥାତ୍ ପ୍ରାୟ ୨୬୮ ନିୟୁତ ୟୁଆନ ଲାଞ୍ଚ ମାମଲାରେ ରବିବାର ଦିନ ମୃତ୍ୟୁଦଣ୍ଡ ଦିଆଯାଇଥିଲା। କିନ୍ତୁ ବର୍ତମାନ ତାଙ୍କୁ ଚାଙ୍ଗଚୁନ (ଜିଲିନ୍ ପ୍ରଦେଶ) ର ମଧ୍ୟବର୍ତ୍ତୀ ଲୋକ ଅଦାଲତ ମୃତ୍ୟୁଦଣ୍ଡ…

ସ୍ପିନ ଜାଲରେ ପୂନର୍ବାର ଫସିଲା ପାକିସ୍ତାନ

ଦୁବାଇ: ଚଳିତ ଏସିଆ କପ କ୍ରିକେଟର ଫାଇନାଲରେ ପାକିସ୍ତାନ ଭାରତ ସମ୍ମୁଖରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଛି । ଭାରତ ଟସ ଜିିତି ପ୍ରଥମେ ଫିଲ୍ଡିଂ ନିଷ୍ପତି ନେଇଥିଲା । ପାକିସ୍ତାନ ଆରମ୍ଭରୁ ଭଲ ବ୍ୟାଟିଂ ପ୍ରଦର୍ଶନ କରି ୧୨.୫ ଓଭରରେ ୨ ୱିକେଟ ହରାଇ ୧୧୩ ରନ ସଂଗ୍ରହ କରି ନେଇଥିଲା । ଦଳ ଏକ ବଡ…

ଫୋନ କ୍ୟାମେରା ପାଖେ ଜଳିଛି କି ରେଡ୍‌ ଲାଇଟ ? ତେବେ ହୋଇଯାନ୍ତୁ ସାବଧାନ !

ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ନିଜ ଫୋନ୍‌ରେ ଭିଡିଓ, କଲ୍‌ ଓ ଚାଟିଂ କରୁଛନ୍ତି। କିନ୍ତୁ ଫୋନ୍‌ କେବଳ କଲିଂ ପାଇଁ ସୀମିତ ନୁହେଁ। ଏଥିରେ ଏବେ ଅନେକ ବ୍ୟକ୍ତିଗତ ସୂଚନା ମଧ୍ୟ ସେଭ୍‌ ହୋଇଥାଏ। ତେଣୁ, ଯଦି ଫୋନ୍‌ କାହାର ହାତକୁ ଚାଲିଯାଏ, ତେବେ ଏହା ବଡ଼ ବିପଦର କାରଣ ହୋଇପାରେ। ଆପଣ…

ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଗୋବିନ୍ଦ ସାହୁ ପରିବାର; ଦେଲେ ପ୍ରତିଶ୍ରୁତି…

ଭୁବନେଶ୍ବର: ପିତାଙ୍କ ହତ୍ୟାକାରୀକୁ ଧରିବା ପାଇଁ ସିବିଆଇ ତଦନ୍ତ ଦାବି କରି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଦାବିପତ୍ର ଦେଲେ ଗୋବିନ୍ଦ ସାହୁଙ୍କ ପତ୍ନୀ ଓ ଝିଅ। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ହେଉଛି ଗୋବିନ୍ଦ ସାହୁ । ୨୦୨୨ ଡିସେମ୍ବର ୨୦ ତାରିଖରେ କଣ୍ଟାବାଞ୍ଜି…

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ସଫଳତା ପାଇଲେ ଦୃଷ୍ଟିହୀନ ଶିକ୍ଷକ

ଭୁବନେଶ୍ୱର: ଯାଜପୁର ଜିଲ୍ଲାର ଜଣେ ଦୃଷ୍ଟିହୀନ ଶିକ୍ଷକ ମହେଶ ପଣ୍ଡା ଓଡ଼ିଶା ସିଭିଲ୍ ସର୍ଭିସେସ୍ (ଓସିଏସ) ପରୀକ୍ଷା ୨୦୨୩ରେ ୩୦୦ ତମ ସ୍ଥାନ ହାସଲ କରିଛନ୍ତି। ତେବେ ଏହା ତାଙ୍କର ତୃତୀୟ ପ୍ରୟାସ ଥିଲା। ସେ କୋରେଇ ବ୍ଲକର ବଡ଼ ବିରୁହାନ ଗାଁର ବାସିନ୍ଦା ଥିବା ନେଇ ଜଣାପଡ଼ିଛି। ତେବେ ସେ…

ଚୟନ କମିଟିରେ ଏବେ ୨ ଓଡିଆ

ଭୁବନେଶ୍ୱର: ବିସିସିଆଇ ପୁରୁଷ ସିନିୟର ଚୟନ କମିଟିରେ ଏବେ ୨ଜଣ ପୂର୍ବତନ ଓଡିଆ ଖେଳାଳି ସ୍ଥାନ ପାଇଛନ୍ତି । ବାର୍ଷିକ ବୈଠକରେ ପ୍ରଜ୍ଞାନ ଓଝା ଓ ଆରପି ସିଂଙ୍କୁ ଚୟନ କମିଟିରେ ସାମିଲ କରାଯାଇଛି । ସେମାନେ ଏସ.ଶରଥ ଓ ସୁବ୍ରତ ବାନାର୍ଜୀଙ୍କ ସ୍ଥାନରେ ସୁଯୋଗ ପାଇଛନ୍ତି । ଅଜିତ ଅଗରକରଙ୍କ…

୧୦ମ କ୍ରିକେଟର ଭାବେ ମିଥୁନ ହେଲେ ବିସିସିଆଇ ସଭାପତି

ନୂଆଦିଲ୍ଲୀ: ବିସିସିଆଇ ଏବେ ବିଶ୍ୱ କ୍ରିକେଟରେ ବିତଶାଳୀ ବୋର୍ଡ ଭାବେ ପରିଗଣିତ । ଏହାର ସଭାପତି ହେବା ନିଶ୍ଚିତ ଭାବେ ଗର୍ବ ତଥା ଦାୟିତ୍ୱର ବିଷୟ । ରାଜନେତା, ଆଡମିିନଷ୍ଟ୍ରେଟରଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟରମାନେ ଏହି ଦାୟିତ୍ୱ ତୁଲାଇ ସାରିଛନ୍ତି । ଏବେ ନୂତନ ଭାବେ ସଭାପତି…

Nuapada Bypoll: ଏହି ଦିନ ହେବ ନୂଆପଡ଼ା ଉପନିର୍ବାଚନ…

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ନେଇ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ। ବିହାର ବିଧାନସଭା ସହ ୭ଟି ରାଜ୍ୟର ୮ଟି ବିଧାନସଭା ଆସନରେ ହେବ ଉପନିର୍ବାଚନ । ୭ ରାଜ୍ୟରେ ହେବାକୁ ଥିବା ଉପନିର୍ବାଚନ ମଧ୍ୟରେ ଓଡ଼ିଶାର ନୂଆପଡ଼ା ଆସନ ରହିଛି । ରାଜ୍ରେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁ ପରେ…