ଜୁଲାଇ ୧ରୁ ବଢିବ ଟ୍ରେନ ଟିକେଟ ଭଡ଼ା
ନୂଆଦିଲ୍ଲୀ: ଭାରତୀୟ ରେଳବାଇ ୧ ଜୁଲାଇ, ୨୦୨୫ ରୁ ଏକ ନୂଆ ଭଡ଼ା ଶୁଳ୍କ ଲାଗୁ କରିବାକୁ ଯାଉଛି। ଏହି ପରିବର୍ତ୍ତନ ସାଧାରଣ ଯାତ୍ରୀଙ୍କ ସହିତ ଦୀର୍ଘ ଦୂରତା ଯାତ୍ରା କରୁଥିବା ଲୋକଙ୍କୁ ମହଙ୍ଗା ପଡିବ।
ରେଳବାଇର ନୂଆ ଶୁଳ୍କ ଅନୁଯାୟୀ, ସାଧାରଣ ଦ୍ୱିତୀୟ ଶ୍ରେଣୀରେ ୫୦୦ କିଲୋମିଟର…