ଭାରତର ଏହି ମହାନ ଖେଳାଳିଙ୍କୁ ମିଳିଲାନି ବିଦାୟୀ ସମ୍ବର୍ଦ୍ଧନା
ନୂଆଦିଲ୍ଲୀ: ନିକଟରେ ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରୋହିତ ଶର୍ମା ଓ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ରୋହିତ ଓ କୋହଲିଙ୍କ ସମେତ ଭାରତର ଆଉ କେତେଜଣ ମହାନ ବ୍ୟାଟ୍ସମ୍ୟାନଙ୍କୁ ପଡିଆରେ ଉପଯୁକ୍ତ ବିଦାୟୀ କାଳୀନ ସମ୍ବର୍ଦ୍ଧନା ମିଳି ନାହିଁ ।
ଅନୀଲ…