Latest Odisha News

BREAKING NEWS

ଓଡିଶାରେ ଅସୁରକ୍ଷିତ ଆମେରିକୀୟ?

ଭୁବନେଶ୍ବର/ନୂଆଦିଲ୍ଲୀ: ଓଡିଶାକୁ ଯାଅ ନାହିଁ ଆମେରିକୀୟ । ଭାରତରେ ସୁରକ୍ଷିତ ନାହାନ୍ତି ଆମେରିକୀୟ ମହିଳା । ଭାରତର ରାଜ୍ୟକୁ ନଯିବାକୁ ମହିଳା ନାଗରିକଙ୍କୁ ଜାରି ହେଲା ଆଡଭାଇଜରି । କିଛି ଏପରି ସତର୍କତା ଜାରି କରି ଆମେରିକାର ବୈଦେଶିକ ବିଭାଗ ଭାରତ ଗସ୍ତ କରୁଥିବା ଏହାର ନାଗରିକଙ୍କ ପାଇଁ…

ଜୁଲାଇ ୧୫ ସୁଦ୍ଧା ଛାତ୍ରଛାତ୍ରୀଙ୍କୁ ମାଗଣା ପୋଷାକ, ଗୁଣାବତ୍ତା ଉପରେ ଗୁରୁତ୍ବ

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଛାତ୍ରଛାତ୍ରୀଙ୍କୁ ଜୁଲାଇ ୧୫ ସୁଦ୍ଧା ମାଗଣା ପୋଷାକ ମିଳିବ । ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦୁଇ ହଳ ଲେଖାଏଁ ପୋଷାକ ମିଳିବ ।…

ସଫଳ ଅସ୍ତ୍ରୋପଚାର: କଥା ହେଉଛନ୍ତି ନବୀନ, ଏହି ଦିନ ଭୁବନେଶ୍ବର ଫେରିବେ….

ଭୁବନେଶ୍ବର/ମୁମ୍ବାଇ: ସଫଳତାର ସହ ଶେଷ ହେଲା ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅସ୍ତ୍ରୋପଚାର । ମୁମ୍ବାଇର କୋକିଲାବେନ୍ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ନବୀନଙ୍କ ସର୍ଭାଇକାଲ…

ଆଜି ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷା ସହ ଜୋରେ ପବନ ବୋହିବ..

ଭୁବନେଶ୍ବର: ରାଜ୍ୟରେ କ୍ରମାଗତ ଭାବେ ବ‌ର୍ଷା ଜାରି ରହିଥିବା ବେଳେ ଏହା ଆଉ ୫ ଦିନ ଅର୍ଥାତ୍ ଆସନ୍ତା ୨୬ ତାରିଖ ଯାଏଁ ବର୍ଷିବ । ଆଜି ମଧ୍ୟ ବର୍ଷା ହେବା ନେଇ ସୂଚନା ରହିଛି । ଏହା ସହ ବଜ୍ରପାତ ୧୮ ଜିଲ୍ଲାକୁ ସତର୍କ କରାଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଏନେଇ କେତେକ…

୩ ଘରୋଇ ବ୍ୟାଙ୍କ ଉପରେ ଚଡକ: ଜମା ହେବନି ସରକାରୀ ଟଙ୍କା

ଭୁବନେଶ୍ୱର: ୩ ଘରୋଇ ବ୍ୟାଙ୍କକୁ ପ୍ୟାନେଲରୁ ହଟାଇଲେ ରାଜ୍ୟ ସରକାର । ଗତ ଦୁଇ ବର୍ଷ ମଧ୍ୟରେ କିଛି ପ୍ରମୁଖ ସରକାରୀ ଯୋଜନାରେ ଖରାପ ପ୍ରଦର୍ଶନ ଯୋଗୁଁ ଓଡ଼ିଶା ସରକାର ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କକୁ ତାଲିକାରୁ ବାଦ୍ ଦେଇଛନ୍ତି । ଅର୍ଥ ବିଭାଗ ପକ୍ଷରୁ ଏନେଇ ସବୁ ବିଭାଗକୁ ଚିଠି…

ବିଜୟ ଉତ୍ସବ ନେଇ ନୂତନ ନିୟମ ଜାରୀ କଲା ବିସିସିଆଇ

ନୂଆଦିଲ୍ଲୀ: ଆଇପିଏଲ ୨୦୨୫ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର ଚାମ୍ପିୟନ ହୋଇଥିଲା । ଦୀର୍ଘଦିନ ପରେ ଆରସିବି ଟ୍ରଫି ଜିତିଥିବାରୁ ପ୍ରଶଂସକମାନେ ବେଶ ଉତ୍ସାହିତ ଥିଲେ । ଆରସିବି ଭିକ୍ଟ୍ରି ପ୍ୟାରେଡ କରିବା ପାଇଁ ନିଷ୍ପତି ନେଇଥିଲା । ଏଥିରେ ଏତେ ଲୋକ ସାମିଲ ହେଲେ ଯେ, ଶେଷରେ ଦଳା ଚକଟାରେ…

ପହଲଗାମ ଆକ୍ରମଣରେ ବଡ ସଫଳତା: ୨ ଜଣ ଗିରଫ, କହିଲେ, ‘ଲସ୍କର-ଏ-ତୈବା ସହ ଥିଲେ ଜଡିତ’…

ଶ୍ରୀନଗର: ଜମ୍ମୁ-କାଶ୍ମୀରର ପହଲଗାମରେ ୨୨ ଏପ୍ରିଲରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏକୁ ମିଳିଛି ବଡ଼ ସଫଳତା । ଏହି ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତ ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଅଭିଯୋଗରେ ଏନଆଇଏ ୨ ଜଣଙ୍କୁ ଗିରଫ କରିଛି । ଉଭୟ ସନ୍ଦିଗ୍ଧ…

ମାଓବାଦୀଙ୍କ ଅମାନୁଷିକ କାଣ୍ଡ: ଘରୁ ଡାକିନେଇ ୨ ଜଣଙ୍କୁ କଲେ ହତ୍ୟା

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ପୁଣି ଅମାନୁଷିକ କାଣ୍ଡ ଘଟାଇଲେ ମାଓବାଦୀ । ଜିଲ୍ଲାର ପମେଡ ଥାନା ଅନ୍ତର୍ଗତ ସେନ୍ଦ୍ରାବର ଏବଂ ଏମପୁର ଗ୍ରାମରେ ଦୁଇଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ମାଓବାଦୀ ମାନେ । ପୋଲିସ ଇନଫର୍ମର ଦର୍ଶାଇ ହତ୍ୟା…

ଅମରନାଥ ଯାତ୍ରା ପୂର୍ବରୁ ସ୍ଥିତି ପରଖିଲେ ସେନା ମୁଖ୍ୟ 

ଶ୍ରୀନଗର: ଅମରନାଥ ଯାତ୍ରା ପୂର୍ବରୁ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କାଶ୍ମୀର ଗସ୍ତ କରିଛନ୍ତି। ଏଥିସହ ଯାତ୍ରା ପାଇଁ କରାଯାଉଥିବା ସୁରକ୍ଷା ପ୍ରସ୍ତୁତିର ସମୀକ୍ଷା କରିଥିଲେ। ସେ କାଶ୍ମୀର ଅଞ୍ଚଳରେ ନିୟୋଜିତ ସୁରକ୍ଷା ବାହିନୀ ଏବଂ ଅଧିକାରୀମାନଙ୍କୁ ଭେଟି ସୁରକ୍ଷା…

ଭାରତର ଏହି ସ୍ଥାନକୁ ଏକୁଟିଆ ଯାଆନ୍ତୁନି ମହିଳା; ନିଜ ନାଗରିକଙ୍କୁ ସତର୍କ କରାଇଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ଭାରତ ଯାତ୍ରା କରୁଥିବା ତାର ନାଗରିକମାନଙ୍କ ପାଇଁ ଏକ ଲେବଲ-୨ ଯାତ୍ରା ସତର୍କତା ଜାରି କରିଛି । ଏଥିରେ ଭାରତରେ ଅପରାଧ ଏବଂ ଆତଙ୍କବାଦ ହେତୁ ଆମେରିକୀୟ ନାଗରିକମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି । ଜାରି ଏହି…