ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁ ଅବପାତ…
ଭୁବନେଶ୍ଵର: ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶା ମୁହାଁ ଅବପାତ। ଯାହା ଫଳରେ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ।
ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ିର ପ୍ରାୟ ୫୦ କିମି ଉତ୍ତର-ଉତ୍ତରପଶ୍ଚିମ, ଭବାନୀପାଟଣାର ୯୦ କିମି ପୂର୍ବ ଏବଂ…