ତେଲୁଗୁ ଫିଲ୍ମ ‘ବିଉଟି’ରେ ଦମଦାର ଅଭିନୟ କରି ପ୍ରଶଂସା ସାଉଁଟୁଛନ୍ତି ଓଡ଼ିଆ ଝିଅ ନିଳାକ୍ଷୀ
ଭୁବନେଶ୍ୱର: ତେଲୁଗୁ ଫିଲ୍ମରେ ଧମାକା ମଚଉଛନ୍ତି ଓଡିଆ ଝିଅ । ଜେଏସଏସ୍ ବର୍ଦ୍ଧନଙ୍କ ନିର୍ଦ୍ଦେଶିତ ‘ବିଉଟି’ରେ ଫ୍ୟାନ୍ସମାନଙ୍କ ମନ ଜିତୁଛନ୍ତି ନିଳାକ୍ଷୀ ପାତ୍ର । ସେପ୍ଟେମ୍ବର ୧୯ରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ସେ ନିଜ ଅଭିନୟର ଜାଦୁରେ ଫ୍ୟାନ୍ସମାନଙ୍କ ମନ ଜିତୁଛନ୍ତି ।
ଫିଲ୍ମ…