U.S. Vs Venezuela: ଭେନେଜୁଏଲା ସାଧାରଣ ନାଗରିକଙ୍କୁ ଦେଉଛି ସାମରିକ ତାଲିମ;ଏହାର ପଛରେ ଆମେରିକା…
ନୂଆଦିଲ୍ଲୀ: ଆମେରିକା ସହିତ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ସେ ଦେଶର ନାଗରିକମାନଙ୍କୁ ଅସ୍ତ୍ର ତାଲିମ ପ୍ରଦାନ କରିବାକୁ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି।
ରାଷ୍ଟ୍ରପତି ନିକୋଲାସ ମାଦୁରୋ ଶନିବାର…