ଏହି ଦେଶର ଲୋକ ଅଧିକ ବ୍ୟବହାର କରନ୍ତି ସୋସିଆଲ ମିଡିଆ, ଜାଣନ୍ତୁ ଭାରତର ସ୍ଥାନ କେଉଁଠି
ନୂଆଦିଲ୍ଲୀ: ଆଜିର ଯୁଗରେ ସୋସିଆଲ ମିଡିଆ ଆମ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ ହୋଇଗଲାଣି। ଲୋକମାନେ ଦିନର ଅଧିକାଂଶ ସମୟ ଫେସବୁକ, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ, ଟିକଟକ ଓ ଅନ୍ୟାନ୍ୟ ପ୍ଲାଟଫର୍ମରେ ସ୍କ୍ରୋଲିଂ, ଚାଟିଂ କିମ୍ବା ଭିଡିଓ ଦେଖିବାରେ ବିତାଉଛନ୍ତି। କିନ୍ତୁ ଆପଣ ଜାଣନ୍ତି କି, କେଉଁ…