୧୫ ବର୍ଷ ପରେ ପରସ୍ପରଠୁ ଅଲଗା ହେଲେ ‘ୟେ ରିସ୍ତ କ୍ୟା କେହଲାତା ହେ’ର ଲତା…
ମୁମ୍ବାଇ: ଟିଭି ଧାରାବାହିକ 'ୟେ ରିସ୍ତ କ୍ୟା କେହଲାତା ହେ'ରେ ଅକ୍ଷରାଙ୍କ ମାଆ ଏବଂ ବାପା ଭୂମିକାରେ ଅଭିନୟ କରିଥିବା ଦମ୍ପତି ଲତା ସବରୱାଲ ଏବଂ ସଞ୍ଜିବ ସେଠ୍ ରିଅଲ ଲାଇଫରେ ମଧ୍ୟ ସ୍ୱାମୀ-ସ୍ତ୍ରୀ।
କିନ୍ତୁ ଏବେ ସେମାନଙ୍କ ବିବାହରେ ଫାଟ ସୃଷ୍ଟି ହୋଇଛି। ଏହି ଦମ୍ପତି ବିବାହର ୧୫ ବର୍ଷ…