କାଲି ସୂର୍ଯ୍ୟ ପରାଗ, ଭାରତରେ ପଡ଼ିବ କି ପ୍ରଭାବ…
ନୂଆଦିଲ୍ଲୀ: ମହାଳୟା ଅମାବାସ୍ୟା ଚଳିତ ବର୍ଷ ୨୧ ସେପ୍ଟେମ୍ବରରେ ଅର୍ଥାତ୍ ରବିବାର ଦିନ ପଡୁଛି। ଏଥିସହିତ ସେହି ଦିନ ସୂର୍ଯ୍ୟ ପରାଗ ମଧ୍ୟ ହେବାକୁ ଯାଉଛି। କିନ୍ତୁ ଏହା ଭାରତରେ ଦୃଶ୍ୟମାନ ହେଉନଥିବାରୁ ସୂତକ ସମୟ ଲାଗୁ ହେବ ନାହିଁ ଏବଂ ଧାର୍ମିକ କାର୍ଯ୍ୟକଳାପ ନିର୍ଦ୍ଧାରିତ ସମୟ ଅନୁସାରେ…