Latest Odisha News

BREAKING NEWS

J&Kରେ ଆତଙ୍କବାଦୀଙ୍କ ଅଣ୍ଟା ଭାଙ୍ଗିବା ପାଇଁ ବଡ଼ ଯୋଜନା, ୮ ଟି ସ୍ଥାନରେ CIK ଓ ପୋଲିସର ମିଳିତ ଚଢାଉ

ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରରେ, ଆତଙ୍କବାଦ ସମ୍ବନ୍ଧୀୟ ଏକ ମାମଲା ସହିତ ଜଡିତ ଶ୍ରୀନଗର ସମେତ ଅନେକ ସ୍ଥାନରେ ତଲାସୀ ଅଭିଯାନ କରାଯାଇଛି। ଜମ୍ମୁ ଏବଂ କାଶ୍ମୀର ପୋଲିସର କାଉଣ୍ଟର-ଇଣ୍ଟେଲିଜେନ୍ସ ୱିଙ୍ଗ ଦ୍ୱାରା ଏହି ଚଢାଉ କରାଯାଉଛି। ଅଧିକାରୀମାନେ କହିଛନ୍ତି ଯେ କାଉଣ୍ଟର-ଇଣ୍ଟେଲିଜେନ୍ସ…

ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜ ଅଧିକାରୀ; ୨୬୩ ଗ୍ରାମ ସୁନା ସହ ମୂଲ୍ୟବାନ ସମ୍ପତ୍ତି…

ଭୁବନେଶ୍ୱର: ରାୟଗଡା ଜିଲ୍ଲାର କାଶୀପୁର ଫରେଷ୍ଟ ରେଞ୍ଜର ଫରେଷ୍ଟ ରେଞ୍ଜ ଅଧିକାରୀ ଅନ୍ତର୍ଜ୍ୟାମି ସାହୁଙ୍କୁ ଆୟ ବହିର୍ଭୁତ  ସମ୍ପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀମାନେ ଗିରଫ କରିଛନ୍ତି। ଶନିବାର ଭିଜିଲାନ୍ସ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ତାଙ୍କ ପାଖରେ…

ଦକ୍ଷିଣ କୋରିଆରେ ତାଲିମ ନେବେ ଓଡ଼ିଶା ତୀରନ୍ଦାଜ

ରାଉରକେଲା: ସୁନ୍ଦରଗଡ଼ ସ୍ଥିତ ସାଇ ତାଲିମ କେନ୍ଦ୍ରର ଦୁଇଜଣ ଯୁବ ତୀରନ୍ଦାଜ ଖେଳାଳି ସ୍ୱତନ୍ତ୍ର ତାଲିମ ପାଇଁ ଦକ୍ଷିଣ କୋରିଆ ଯିବେ। ଏହି ସମୟରେ ସେମାନଙ୍କ ପ୍ରଶିକ୍ଷକ ମଧ୍ୟ ସେମାନଙ୍କ ସହିତ ରହିବେ। ଭାରତୀୟ କ୍ରୀଡା ପ୍ରାଧିକରଣ (ସାଇ) ଦେଶର ବିଭିନ୍ନ କେନ୍ଦ୍ରରୁ ୨୦ ଜଣ ଯୁବ ତୀରନ୍ଦାଜ…

Odisha Assembly Monsoon Session: ଚାଲିପାରୁନି ଗୃହ, ଆଜି ତୃତୀୟ ଦିନରେ ବିରୋଧୀଙ୍କ ହଟ୍ଟଗୋଳ, ୪ଟା ଯାଏଁ ଗୃହ…

ଭୁବନେଶ୍ବର: ଚାଲିପାରୁନି ଗୃହ । ସାର ପ୍ରସଙ୍ଗ ନେଇ ଦୁଇ ଦିନ ହେଲାଣି ଜେରଦାର ହଙ୍ଗାମା କରୁଛନ୍ତି ବିଜେଡି ସଦସ୍ୟ । ଆଜି ମଧ୍ୟ ଗୃହ ଆରମ୍ଭରୁ ସମାନ ଦୃଶ୍ୟ ରହିଥିବା ବେଳେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢୀ । ତେବେ ଗୃହ ଆରମ୍ଭରୁ ପୂର୍ବତନ ବିଧାୟକ…

Election Commission: ନିର୍ବାଚନ କମିଶନଙ୍କ ବଡ଼ ପଦକ୍ଷେପ, ୪୦୦ରୁ ଅଧିକ ଦଳ ବିରୋଧରେ ନିଆଯାଇଛି କଡ଼ା…

ନୂଆଦିଲ୍ଲୀ: ରାଜନୈତିକ ଦଳକୁ ନେଇ ନିର୍ବାଚନ କମିଶନ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବର୍ଷ ବର୍ଷ ଧରି ନିଷ୍କ୍ରିୟ ଥିବା ରାଜନୈତିକ ଦଳଗୁଡ଼ିକ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଗତ ଛଅ ବର୍ଷ ଧରି ନିର୍ବାଚନ ଲଢ଼ିବାରେ କିମ୍ବା ନିୟମ ପାଳନ କରିବାରେ ବିଫଳ ହେବା ପାଇଁ କମିଶନ…

ପାକିସ୍ତାନ ଘର ଭଳି ଅନୁଭବ ଦିଏ: ସାମ ପିଟ୍ରୋଡା

ପାଟଣା: ବିହାର ନିର୍ବାଚନ ପୂର୍ବରୁ ଇଣ୍ଡିଆନ୍ ଓଭରସିଜ୍ କଂଗ୍ରେସର ମୁଖ୍ୟ ସାମ ପିଟ୍ରୋଡା ଏକ ଚାଂଚଲ୍ୟକର ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ପାକିସ୍ତାନ ତାଙ୍କୁ ପାଇଁ ଘର ଭଳି ଅନୁଭବ ଦିଏ। ରାହୁଲ ଗାନ୍ଧୀଙ୍କ ଘନିଷ୍ଠ ସହଯୋଗୀ ସାମ ପିଟ୍ରୋଡା ପାକିସ୍ତାନ ସହିତ ଆଲୋଚନା ଲାଗି ଏକପ୍ରକାର…

J&K Encounter: ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ, ଜଣେ ଯବାନ ସହିଦ

ଶ୍ରୀନଗର: ଜମ୍ମୁ କାଶ୍ମୀରର ଉଧମପୁରରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି। ଏହି ଗୁଳିବିନିମୟରେ ଜଣେ ଯବାନ ସହିଦ ହୋଇଛନ୍ତି। ଉଧମପୁରର ଘାଟି ଅଞ୍ଚଳରେ ଏକ ସର୍ଚ୍ଚ ଅପରେସନ୍ ଚାଲିଥିଲା। ଅପରେସନ୍ ସମୟରେ ଆତଙ୍କବାଦୀମାନେ ସେନା ଉପରକୁ ଗୁଳି ଚଳାଇ ଜଣେ ସୈନିକଙ୍କୁ…

Very Heavy Rainfall Alert: ଫିକା ପଡିବ ପାର୍ବଣ ମଜା: ଆସୁଛି ବଡ ବର୍ଷା, ଏହିସବୁ ଜିଲ୍ଲାରେ ପ୍ରବଳ ବର୍ଷିବ…

ଭୁବନେଶ୍ୱର: ଆସୁଛି ବଡ ବର୍ଷା । ସେପ୍ଟେମ୍ବର ୨୩ରୁ ବଦଳିବ ରାଜ୍ୟରେ ପାଗ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୨୩ ତାରିଖ ବେଳକୁ ପୂର୍ବ କେନ୍ଦ୍ରୀୟ ସଂଲଗ୍ନ ଉତ୍ତର ପୂର୍ବ ବଙ୍ଗୋପସାଗରରେ ସମୁଦ୍ରରେ ଲଘୁଚାପ ସୃଷ୍ଟି ହୋଇପାରେ । ଘନିଭୂତ ହୋଇ ଏହା ଅବପାତରେ ପରିଣତ ହେବ । ଏହାର…

ଫରେଷ୍ଟ ଗାର୍ଡ ପରୀକ୍ଷାର ଫିଜିକାଲ ଟେଷ୍ଟ ବେଳେ ଟଳି ପଡ଼ିଲେ ଯୁବକ

ମୟୂରଭଞ୍ଜ: ଚାକିରି କରିବାକୁ ଯାଇଥିଲେ ହେଲେ ଶବ ହୋଇ ଫେରିଲେ। ମୟୂରଭଞ୍ଜ ଜିଲ୍ଲା ଗୋପବନ୍ଧୁନଗର ବ୍ଲକ ସାଇଁକୁଳା ଗ୍ରାମର କୃଷ୍ଣ ଗୋପାଳ ଫରେଷ୍ଟ ଗାର୍ଡ ପରୀକ୍ଷାର ରିଟିନ୍ କ୍ଲିଅର କରିବା ପରେ ଫିଜିକାଲ ଟେଷ୍ଟ ପାଇଁ ବାଲେଶ୍ବର ଯାଇଥିଲେ । ଗତକାଲି ଫିଜିକାଲ ଟେଷ୍ଟ ବେଳେ ଅଚାନକ ଟଳି ପଡ଼ିଲେ।…

Manipur Attack: ମଣିପୁରରେ ଆସାମ ରାଇଫଲ୍ସ କାଫିଲେ ଉପରେ ଆକ୍ରମଣ, ୨ ସୈନିକ ସହିଦ୍, ୫ ଆହତ

ଇମ୍ଫାଲ: ମଣିପୁରରେ ପୁଣି ଥରେ ଅର୍ଦ୍ଧସାମରିକ ବାହିନୀକୁ ଟାର୍ଗେଟ କରାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ବିଷ୍ଣୁପୁର ଜିଲ୍ଲାରେ ଏକ ସଶସ୍ତ୍ର ଗୋଷ୍ଠୀ ଆସାମ ରାଇଫଲ୍ସ ଗାଡ଼ି ଉପରେ ଆକ୍ରମଣ କରିଥିଲେ। ଏଥିରେ ଆସାମ ରାଇଫଲ୍ସର ଦୁଇ ସୈନିକ ସହିଦ୍ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି…