ନାସୀର ହୁସେନ, ଆର୍ଥଟନ ଚୟନ କଲେ ଶ୍ରେଷ୍ଠ ଏକାଦଶ
ଲଣ୍ଡନ: ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଜୁନ ୨୦ରୁ ଆରମ୍ଭ ହୋଇଯାଇଛି । ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ଅବସର ପରେ ଶୁଭମନ ଗିଲଙ୍କ ନେତୃତ୍ୱରେ ଏକ ଯୁବ ଟିମ ଏହି ଗସ୍ତରେ ଯାଇଛି । ଏହି ଅବସରରେ ଇଂଲଣ୍ଡର ଦୁଇ ପୂର୍ବତନ ମହାନ ଖେଳାଳି ନାସୀର ହୁସେନ ଓ ମାଇକ ଆର୍ଥଟନ…