ଟ୍ରମ୍ପଙ୍କ ଚେତାବନୀ; ତୁରନ୍ତ ତେହେରାନ ଖାଲି କର
ୱାଶିଂଟନ: ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଘମାଘୋଟ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ରାଜଧାନୀ ତେହେରାନର ଲୋକମାନଙ୍କୁ ଚେତାବନୀ ଦେଇଛନ୍ତି।
ସୂଚନା ଅନୁଯାୟୀ, ଟ୍ରମ୍ପ ସମସ୍ତ ନାଗରିକଙ୍କୁ ତୁରନ୍ତ ତେହେରାନ ଛାଡିବାକୁ କହିଛନ୍ତି। ଏହା ସହିତ ଟ୍ରମ୍ପ ପୁଣି ଥରେ…