Latest Odisha News

BREAKING NEWS

ହଠାତ୍ ୧୪୦୦ ଟଙ୍କା ତଳକୁ ଖସିଲା ସୁନା ଦର…., ଏମିତି କ’ଣ କହିଦେଲେ ଟ୍ରମ୍ପ?

ନୂଆଦିଲ୍ଲୀ: ଟିକିଏ ଆଶ୍ବସ୍ତି ଦେଲା ସୁନା ଦର । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ମେସେଜ୍ ପରେ ସିଧା ୧୪୦୦ ଟଙ୍କା ହ୍ରାସ ପାଇଲା ସୁନା ଦର । ଏମସିଏକ୍ସରେ ସୁନା ମୂଲ୍ୟରେ ୧୪୦୦ ଟଙ୍କା ହ୍ରାସ ଘଟିଛି । ଏହି ହ୍ରାସ ସେହି ସମୟରେ ଘଟିଛି ଯେତେବେଳେ ଆମେରିକା ରାଷ୍ଟ୍ରପତି…

ବୁଲା କୁକୁରଙ୍କୁ ଆଶ୍ରୟସ୍ଥଳରେ ରଖିବା ଅମାନବୀୟ ଓ ନିଷ୍ଠୁରତା, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିଶୃଙ୍ଖଳା ସୃଷ୍ଟି…

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବଢ଼ୁଥିବା ବୁଲା କୁକୁର ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଗାମୀ ଆଠ ସପ୍ତାହ ମଧ୍ୟରେ ସମସ୍ତ ବୁଲା କୁକୁରକୁ ଧରି କୁକୁର ଆଶ୍ରୟସ୍ଥଳରେ ରଖାଯିବା ଉଚିତ। କୋର୍ଟ ଏହା ମଧ୍ୟ…

ଅଷ୍ଟମ ଶ୍ରେଣୀର ଛାତ୍ରର ଜୀବନ ନେଲା ‘ଅନ୍‌ଲାଇନ ଗେମ୍‌’!

ବାଲେଶ୍ବର: ଅନ୍‌ଲାଇନ ଗେମ୍‌ ଖେଳିବାକୁ ମନା କରିବାରୁ ଝୁଲିପଡ଼ିଲେ ଛାତ୍ର । ବାଥରୁମ୍‌ରେ ବେକରେ ଗାମୁଛା ଲଗାଇ ଆତ୍ମହତ୍ୟା କଲେ ଅଷ୍ଟମ ଶ୍ରେଣୀର ଛାତ୍ର । ଅନଲାଇନ ଗେମ୍ ଖେଳକୁ ପରିବାର ଲୋକେ ବାରଣ କରିବାରୁ ବାଥରୁମରେ ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।…

ଅସୀମ ମୁନିରଙ୍କୁ ଓସାମା ବିନ୍ ଲାଡେନ୍ ସହ କଲେ ତୁଳନା, ମୋଦି-ଟ୍ରମ୍ପଙ୍କୁ ନେଇ କହିଦେଲେ ବଡ କଥା…

ନୂଆଦିଲ୍ଲୀ: ଆମେରିକା ଏବଂ ରୁଷ ମଧ୍ୟରେ ହେବାକୁ ଥିବା ବୈଠକ ପୂର୍ବରୁ, ପୂର୍ବତନ ପେଣ୍ଟାଗନ ଅଧିକାରୀ ମାଇକେଲ ରୁବିନ୍ ପାକିସ୍ତାନର ସେନା ମୁଖ୍ୟ ଅସୀମ ମୁନିରଙ୍କୁ ତାତ୍ସଲ୍ୟ କରିବା ସହ ଆମେରିକା ଶୁଳ୍କ ଧମକକୁ ନେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ।…

ରାଷ୍ଟ୍ରପତି ଭବନରୁ ଆସିଛି ଡାକରା, ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ

ମୟୁରଭଞ୍ଜ: ଆଦିବାସୀ ମହିଳାଙ୍କୁ ଆସିଛି ଦିଲ୍ଲୀ ଡାକରା। ରାଷ୍ଟ୍ରପତି ଭବନରୁ ଆସିଛି ଡାକରା। ଦିଲ୍ଲୀ ଯିବେ ଆଦିବାସୀ ମହିଳା ସୁରୁ ତିରିଆ। ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପଡିଛି ଦିଲ୍ଲୀ ଡାକରା। ଆସନ୍ତା ସ୍ୱାଧୀନତା ଦିବସ ପାଳନ…

ହଜମ ହେଲାନି ଭାରତ-ଚୀନ ନିକଟତା, ଅଚାନକ ବଦଳିଲା ଟ୍ରମ୍ପଙ୍କ ସ୍ବର, ଜିନପିଙ୍ଗଙ୍କୁ ଭଲ ବନ୍ଧୁ କହି ୯୦ ଦିନ ପାଇଁ ଶୁଳ୍କ…

ନୂଆଦିଲ୍ଲୀ: ଭାରତ ସହ ଆମେରିକାର ଶୁଳ୍କ ତିକ୍ତତା ମଧ୍ୟରେ ଚୀନ ଏବଂ ଭାରତ ନିକଟତର ହେବା ଏବେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ହଜମ ହୋଇନି । ସେ ତାଙ୍କ ଦୋସ୍ତି କାର୍ଡ ପୁଣି ଖେଳିଛନ୍ତି । ଆମେରିକି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ବିଶ୍ୱର ଦୁଇ ବୃହତ୍ତମ ଅର୍ଥନୀତି…

ଭିଭିଏସ୍ ଲକ୍ଷ୍ମଣଙ୍କୁ କାହିଁକି ଭେଟିଲେ ଓସିଏ ସଭାପତି ପଙ୍କଜ ମହାନ୍ତି ?

ଭୁବନେଶ୍ବର:ନିକଟରେ ବେଙ୍ଗାଲୁରୁ ଗସ୍ତରେ ଯାଇଥିଲେ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (ଓସିଏ)ର ସଭାପତି ପଙ୍କଜ ଲୋଚନ ମହାନ୍ତି । ପଙ୍କଜ ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମୀ (ଏନ୍‌ସିଏ) ଓ ବିସିସିଆଇର ସେଣ୍ଟର ଅଫ୍ ଏକ୍ସେଲେନ୍ସ ପରିଦର୍ଶନରେ ଯାଇଥିଲେ ଓ ଏହାର ଅଧ୍ଯକ୍ଷ ଭିଭିଏସ୍…

ବରଗଡ଼ ନାବାଳିକା ପୋଡ଼ି ଘଟଣାରେ ନବୀନଙ୍କ ଶୋକ ପ୍ରକାଶ: କହିଲେ, ନିଆଁ ଲଗାଇ ଜୀବନ ହାରିବାର ଧାରା ଅତ୍ୟନ୍ତ ବିଚଳିତ

ଭୁବନେଶ୍ୱର: ବରଗଡ଼ ଗାଇସିଲେଟ ବ୍ଲକ ପିରିଙ୍ଗିମାଳ ଗାଁରେ ନାବାଳିକାଙ୍କ ମୃତ୍ୟୁ ଘଟଣା ନେଇ ଶୋକ ପ୍ରକାଶ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଝିଅମାନେ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରିବାର ଧାରା ଅତ୍ୟନ୍ତ ବିଚଳିତ ବୋଲି କହିଲେ ନବୀନ ପଟ୍ଟନାୟକ। ଏହି ଘଟଣାରେ ନବୀନ ପଟ୍ଟନାୟକ…

ଭାରତ ଉପରେ ଟାରିଫ ମାଡ଼, ପୁଟିନଙ୍କ ସହ ବୈଠକ ପୂର୍ବରୁ ରୁଷକୁ ଝଟକା କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଅଗଷ୍ଟ ୧୫ରେ ଆଲାସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବାକୁ ଯାଉଛି। ଏହି ବୈଠକ ପୂର୍ବରୁ ଟ୍ରମ୍ପ ଭାରତ ଓ ରୁଷ ଉପରେ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରୁଷରୁ ତୈଳ କିଣୁଥିବା…

ସମ୍‌ ହସ୍ପିଟାଲ-୨ରେ ବିରଳ ଶ୍ୱାସନଳୀ ଅସ୍ତ୍ରୋପଚାର: ନୂଆ ଜୀବନ ପାଇଲେ କର୍କଟ ରୋଗୀ

ଭୁବନେଶ୍ୱର: ଆଧୁନିକ ଚିକିତ୍ସା ଏବଂ ଦଳଗତ କାର୍ଯ୍ୟର ଏକ ଉଲ୍ଲେଖନୀୟ ପ୍ରଦର୍ଶନରେ ଫୁଲନଖରା ସ୍ଥିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌, କ୍ୟାମ୍ପସ-୨ର ଡାକ୍ତରମାନେ ଜଣେ ୪୦ ବର୍ଷୀୟ କର୍କଟ ରୋଗୀଙ୍କ ରୁଦ୍ଧ ଶ୍ୱାସନଳୀକୁ ସଫଳତାର ସହ ଉନ୍ମୁକ୍ତ କରି ଉଦାହରଣ…