ୟୁକେ, କାନାଡା ପରେ ପାଲେଷ୍ଟାଇନକୁ ରାଷ୍ଟ୍ରର ମାନ୍ୟତା ଦେବାକୁ ପ୍ରସ୍ତୁତ ଅଷ୍ଟ୍ରେଲିଆ, ହେଲେ ଏହି ସର୍ତ୍ତ…
ନୂଆଦିଲ୍ଲୀ: ୟୁରୋପୀୟ ସଂଘ ପରେ ଅଷ୍ଟ୍ରେଲିଆ ମଧ୍ୟ ଇସ୍ରାଏଲ ବିରୋଧରେ ସ୍ବର ଉଠାଇବା ଆରମ୍ଭ କରିଛି । ଫ୍ରାନ୍ସ, ୟୁକେ, କାନାଡା ପରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନିଜ୍ ମଧ୍ୟ ପାଲେଷ୍ଟାଇନ ସମ୍ପର୍କରେ ଏକ ବଡ଼ ଘୋଷଣା କରିଛନ୍ତି । ଏହି ଘୋଷଣା ଅନୁଯାୟୀ, ସେପ୍ଟେମ୍ବରରେ…