ବିହାରରେ ବଦଳିଲା ସମୀକରଣ ! ବିରୋଧୀଙ୍କ ମୁଖ୍ୟମନ୍ତ୍ରୀ ଚେହେରାକୁ ନେଇ ସସ୍ପେନ୍ସ
ନୂଆଦିଲ୍ଲୀ:ବିହାର ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ମାହୋଲ ସେତିକି ସର୍ଗରମ୍ ହେଉଛି...ଭୋଟର ଅଧିକାର ଯାତ୍ରା ରାହୁଲ ଓ ତେଜସ୍ବୀଙ୍କୁ ସିନା ଫ୍ରଣ୍ଟଫୁଟ୍ରେ ରଖିଛି, ହେଲେ ଇଣ୍ଡିଆ ବ୍ଲକ୍ର ଦଳଗୁଡ଼ିକ ଭିତରେ ସିଟ୍ ସେୟାରିଂକୁ ନେଇ ଆରମ୍ଭ ହୋଇଛି ଟଣାଓଟରା...ତେଜସ୍ବୀଙ୍କ…