Latest Odisha News

BREAKING NEWS

ଦୁର୍ଲଭ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି

ପୁରୀ: ଶାନ୍ତିଶୃଙ୍ଖଳାର ସହ ଶେଷ ହୋଇଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି । ଏହି ସମୟରେ ଆବେଗ ମୟ ଜନ ସମୁଦ୍ର ପାଲଟିଥିଲା ବଡ଼ଦାଣ୍ଡ । ସମସ୍ତଙ୍କ ମୁହଁରୁ ଭାସି ଆସୁଥିଲା ଜୟ ଶ୍ରୀଜଗନ୍ନାଥ ଡାକ । ଘଣ୍ଟ…

ଏହି ପେସ ବୋଲର ନିଜକୁ କହୁଥିଲେ କ୍ରିକେଟର ବ୍ଲାକ ବ୍ରାଡ ପିଟ

ୱେଷ୍ଟଇଣ୍ଡିଜର ଜଣେ ପେସ ବୋଲର ନିଜକୁ କ୍ରିକେଟର ବ୍ଲାକ ବ୍ରାଡ ପିଟ ବୋଲି କହନ୍ତି । ଏହି ପେସରଜଣଙ୍କ ୫୦୦ରୁ ଊର୍ଦ୍ଧ୍ୱ ମହିଳାଙ୍କ ସହ ସମ୍ପର୍କ ରଖିଥିବା ସ୍ୱୀକାର କରିଛନ୍ତି । ଟିନୋ ବେଷ୍ଟ ଯେତେବେଳେ ନିଜ ଆତ୍ମଜୀବନୀରେ ଏହି ସବୁ ଖୁଲାସା କଲେ କ୍ରିକେଟ ଦୁନିଆ ଆଶ୍ଚର୍ଯ୍ୟଚକିତ ହୋଇ…

ବଦଳିଲା କନଫର୍ମ ଟିକେଟର ନିୟମ ! ଏବେ ୨୪ ଘଣ୍ଟା ପୂର୍ବରୁ ସୁବ ଜାଣି ପାରିବେ

ନୂଆଦିଲ୍ଲୀ : ଭାରତୀୟ ରେଳବାଇ ଯାତ୍ରୀଙ୍କ ସୁବିଧା ଓ ମାନସିକ ଶାନ୍ତିକୁ ପ୍ରାଥମିକତା ଦେଇ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି। ଏହି ଯୋଜନା ଅନୁସାରେ, ଟ୍ରେନ୍ ଛାଡ଼ିବାର ୨୪ ଘଣ୍ଟା ପୂର୍ବରୁ ରିଜର୍ଭେସନ୍ ଚାର୍ଟ ପ୍ରସ୍ତୁତ ହେବ, ଯାହା ଯାତ୍ରୀଙ୍କୁ ଶେଷ ମୁହୂର୍ତ୍ତର ଅନିଶ୍ଚିତତାରୁ…

ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ

ପୁରୀ: ସ୍ନାନ ପୂର୍ଣ୍ଣିମାରେ ପୁରୀରେ ଜଘନ୍ୟ ହତ୍ୟାକାଣ୍ଡ । ଟାଉନ ଥାନା ଗୁଡିଆସାହି ରାବେଣୀ ଚଉଁରା ନିକଟରେ ଏହି ହତ୍ୟାକାଣ୍ଡ ଘଟିଛି । ହତ୍ୟାକାଣ୍ଡରେ ମୃତ ବ୍ୟକ୍ତି ଜଣକ ହେଉଛନ୍ତି ଜଗନ୍ନାଥ ଦୀକ୍ଷିତ । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।…

କାବ୍ୟାଞ୍ଜଳି କବିତା ସଂକଳନ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଉନ୍ମୋଚିତ

ପୁରୀ: ପବିତ୍ର ମହାକୁମ୍ଭ ଆଧାରରେ ପ୍ରସ୍ତୁତ ଆଧ୍ୟାତ୍ମିକ କବିତା ସଂକଳନ ବା କଫି ଟେବୁଲ ବୁକ୍ ଓଡ଼ିଆ ସାହିତ୍ୟ ଆକାଶରେ ଏକ ଜାଜୁଲ୍ୟମାନ କିର୍ତ୍ତି ହୋଇ ରହିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଆଜି ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମୁଖ୍ୟମନ୍ତ୍ରୀ ସ୍ନାନ ମଣ୍ଡପରେ…

ଆସନ୍ତାକାଲିଠୁ ଭୁବନେଶ୍ୱରରୁ ଆବୁଧାବି ସିଧାସଳଖ ଉଡାଣ

ଭୁବନେଶ୍ୱର: ବିଲ୍ଡିଂ ମ୍ୟାନେଜମେଣ୍ଟ ଅଫ୍ ଏଭିଏସନ୍ ଆସେଟ୍ସ ଆଣ୍ଡ୍ ନେଟୱାର୍କ (B-MAAN) ଅଧୀନରେ ଭୁବନେଶ୍ୱର ଏବଂ ଆବୁଧାବି ମଧ୍ୟରେ ସିଧାସଳଖ ବିମାନ ସେବା ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଇଣ୍ଡିଗୋ ସପ୍ତାହରେ ତିନିଥର ମଙ୍ଗଳବାର, ଗୁରୁବାର ଏବଂ ଶନିବାର ଏହି ସିଧାସଳଖ ବିମାନ…

ଭୁବନେଶ୍ୱରରୁ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ବ୍ରାଉନ୍ ସୁଗାର ଜବତ

ଭୁବନେଶ୍ୱର: ଓଡ଼ିଶା କ୍ରାଇମ୍ ବ୍ରାଞ୍ଚର ସ୍ପେଶାଲ୍ ଟାସ୍କ ଫୋର୍ସ (ଏସଟିଏଫ) ଭୁବନେଶ୍ୱରରେ ୩୧ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୩୧୯ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛି।  ଜଣେ ଡ୍ରଗ୍ସ ବ୍ୟବସାୟୀଙ୍କୁ ଗିରଫ କରିଛି। ଏସଟିଏଫର ଏକ ଟିମ୍ ମଙ୍ଗଳବାର ଭୁବନେଶ୍ୱର ଉପକଣ୍ଠ ସ୍ଥିତ କୁଆଖାଇ…

ଟିମ ଇଣ୍ଡିଆକୁ ନାକେଦମ କରିବ ଡ୍ୟୁକ ବଲ

ଲଣ୍ଡନ: ଜୁନ ୨୦ରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବ । ଏଥିସହ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ନୂତନ ସାଇକେଲ ଆରମ୍ଭ ହୋଇଯିବ । ରୋହିତ ଶର୍ମା, ବିରାଟ କୋହଲି ଓ ରବିଚନ୍ଦ୍ରନ ଅଶ୍ୱୀନ ଅବସର ନେବା ପରେ ଏବେ ଶୁଭମନ ଗିଲଙ୍କ ନେତୃତ୍ୱରେ ଟିମ ଇଣ୍ଡିଆ…

ଖୁବଶୀଘ୍ର ଆସୁଛି ନୂଆ ନିୟମ; ଆଗକୁ ୨୦ ଡିଗ୍ରୀ ତଳକୁ କରିହେବନାହିଁ ଏସି ତାପମାତ୍ରା

ନୂଆଦିଲ୍ଲୀ: ଦେଶରେ ପ୍ରବଳ ଗରମ ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁ, ଆପଣଙ୍କର ଏସି ଅର୍ଥାତ୍ ଏୟାର କଣ୍ଡିସନରର ତାପମାତ୍ରା ସୀମା ଖୁବ୍ ଶୀଘ୍ର ଲାଗୁ ହେବାକୁ ଯାଉଛି । କେନ୍ଦ୍ର ସରକାର ଏସି ତାପମାତ୍ରା ସମ୍ପର୍କରେ ଏକ ନୂତନ ନିୟମ ଆଣୁଛନ୍ତି । ଏହା ପରେ, ଆପଣ ଆପଣଙ୍କ ରୁମ୍ ରେ ଏସିର ତାପମାତ୍ରାକୁ…

ମହିଳାଙ୍କୁ କେତେ ସଶକ୍ତ କରିଛି ସୁଭଦ୍ରା?

ଭୁବନେଶ୍ବର: ମହିଳାଙ୍କ ପାଇଁ କେତେ କରିଛନ୍ତି କିଏ? ବିଜେଡି ସମୟରେ ଚାଲିଥିବା ମିଶନ ଶକ୍ତି ନା ଏବେକାର ସୁଭଦ୍ରା ଯୋଜନା ଭଲ? କେଉଁ ଯୋଜନାରେ କେତେ ଲାଭବାନ ହେଉଛନ୍ତି ମହିଳା? ଗତ ନିର୍ବାଚନରେ ବିଜେପିର ଫୋକସରେ ରହିଥିଲେ ରାଜ୍ୟର ଅଧା ଜନସଂଖ୍ୟା, ମହିଳା । କ୍ଷମତାକୁ ଆସିବା ପରେ ମହିଳାଙ୍କୁ…