Latest Odisha News

BREAKING NEWS

ଆଗକୁ ସ୍କୁଲରେ ଆଡ଼ମିଶନ ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ: ମନ୍ତ୍ରୀ

ଭୁବନେଶ୍ବର: ଏଥର ସ୍କୁଲରେ ଆଡ଼ମିଶନ ପାଇଁ ଆଧାର କାର୍ଡ ନିହାତି ଆବଶ୍ୟକ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ଯେଉଁ ପିଲାଙ୍କର ଆଧାର କାର୍ଡ ନାହିଁ ତାଙ୍କର କେମିତି ଆଧାର କାର୍ଡ ହୋଇପାରିବ ସେଥିପାଇଁ ସରକାର ବ୍ୟବସ୍ଥା କରିବେ ବୋଲି ମନ୍ତ୍ରୀ…

ଶିଳ୍ପାୟନ…ବିଜେପି ସରକାରରେ କେତେ ସଫଳ?

ଭୁବନେଶ୍ବର: ନିର୍ବାଚନ ସମୟରେ ଶିଳ୍ପ ସମୃଦ୍ଧି ସାଙ୍ଗକୁ ମେଗା ନିଯୁକ୍ତିର ସ୍ବପ୍ନ ଦେଖାଇଥିଲା ବିଜେପି । ୫ଲକ୍ଷ ଓଡିଆ ଯୁବକଯୁବତୀଙ୍କୁ ନିଯୁକ୍ତି ମିଳିବା ନେଇ ପ୍ରତିଶ୍ରୁତି ଦେଇଥିଲେ ବିଜେପି ନେତା । କ୍ଷମତାରେ ରହିବାର ବର୍ଷକ ମଧ୍ୟରେ ଉତ୍କର୍ଷ ଓଡିଶା ସମ୍ମିଳନୀର ସଫଳ ଆୟୋଜନ କରିଛନ୍ତି…

ଦୌଡ଼ିବ ‘ଦୋସ୍ତି’ ଏକ୍ସପ୍ରେସ୍…ପୁଟିନ୍, କିମଙ୍କ ବଡ଼ ପ୍ଲାନ୍ !

ନୂଆଦିଲ୍ଲୀ: ଋଷ ଓ ଉତ୍ତର କୋରିଆ ମଧ୍ୟରେ ପୁଣି ଆରମ୍ଭ ହେବାକୁ ଯାଉଛି ୧୦ହଜାର କିଲୋମିଟର ରେଳଯାତ୍ରା । ଋଷର ବିଶାଳ ସାଇବେରିଆନ୍ ଅଞ୍ଚଳ, ଜଙ୍ଗଲ, ପାହାଡ ଓ ୧୬ଟି ପ୍ରମୁଖ ନଦୀ ଦେଇ ୧୦ହଜାର ୨୧୪ କିଲୋମିଟରର ରେଳ ଯାତ୍ରା କରିବେ ଯାତ୍ରୀ । ଏହି ସମୟରେ ଯାତ୍ରୀ ୟୁରାଲ ପର୍ବତ ଓ ବୈକାଲ ହ୍ରଦ…

୫୭ ବର୍ଷ ବୟସରେ ପୁଣି ବାପା ହେବେ ଅରବାଜ ଖାନ

ମୁମ୍ୱାଇ: ଅରବାଜ ଖାନଙ୍କ ଦ୍ୱିତୀୟ ପତ୍ନୀ ଶୁରା ଖାନ ଗର୍ଭବତୀ ବୋଲି ଜଣାପଡିଛି। ଏନେଇ ସ୍ପଷ୍ଟ କରିଛନ୍ତି ଅରବାଜ ଖାନ। ସେ କହିଛନ୍ତି ଯେ ତାଙ୍କ ପତ୍ନୀ ଶୁରା ଗର୍ଭବତୀ ଏବଂ ସେ ୫୭ ବର୍ଷ ବୟସରେ ପୁଣି ଥରେ ପିତା ହେବାକୁ ଯାଉଛନ୍ତି। ଆମ ଉଭୟଙ୍କ ଜୀବନରେ ଏହା ଏକ ବହୁତ ରୋମାଞ୍ଚକର ସମୟ।…

ଝଡ଼ବର୍ଷା ନେଇ ଏହିସବୁ ଜିଲ୍ଲାକୁ ଅରେଞ୍ଜ ସତର୍କତା

ଭୁବନେଶ୍ୱର: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ବୁଧବାର ସନ୍ଧ୍ୟା ୫ଟା ୩୦ମି. ପର୍ଯ୍ୟନ୍ତ କଟକ ସହର ସମେତ ଓଡ଼ିଶାର ୧୧ଟି ଜିଲ୍ଲା ପାଇଁ ଅରେଞ୍ଜ ସତର୍କତା ଜାରି କରିଛି। ମଧ୍ୟମ ଧରଣର ଝଡ଼ବର୍ଷା ଏବଂ ବଜ୍ରପାତ ସହ ୪୦-୫୦ କିଲୋମିଟର ବେଗରେ ପବନ ବହିପାରେ। ଗଜପତି, ମୟୂରଭଞ୍ଜ, ଭଦ୍ରକ,…

କେଉଁ ଦେଶର ଲୋକେ ସବୁଠାରୁ ଅଧିକ ମୋବାଇଲ ଫୋନ୍ ବ୍ୟବହାର କରନ୍ତି? ଜାଣନ୍ତୁ ଭାରତର ସ୍ଥାନ କେତେ…

ନୂଆଦିଲ୍ଲୀ: ଆଜିର ଦିନରେ ମୋବାଇଲ୍ କେବଳ ଏକ ଉପକରଣ ନୁହେଁ, ବରଂ ଏହା ଜୀବନ ସାଥୀ ପାଲଟିଛି। ଏବେ ମୋବାଇଲ୍ ଫୋନ୍ ଆଉ କେବଳ କଲ୍ କରିବାର ଏକ ମାଧ୍ୟମ ନୁହେଁ, ବରଂ ଏହା ଏକ କ୍ୟାମେରା, ଏକ ଶିକ୍ଷକ, ଏକ ଗେମିଂ ଡିଭାଇସ୍ ଏବଂ ସାମାଜିକ ଜଗତ ସହିତ ସଂଯୋଗ ସ୍ଥାପନ କରିବାର ସହଜତମ ଉପାୟ। ଅନେକ…

ହେଲା କି ବୁଝାମଣା ନା ମୁଣ୍ଡ ନୁଆଁଇଲେ ମସ୍କ ?: ପୋଷ୍ଟରେ ଲେଖିଲେ, ‘ମୁଁ ଅନୁତପ୍ତ….’

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଏବଂ ଟେସଲା ମାଲିକଙ୍କ ସଂପର୍କ ଏବେ ନୂଆ ମୋଡ ନେଲାଣି । ଲାଗୁଛି ଦୁହିଁଙ୍କ ମଧ୍ୟରେ ବଢୁଥିବା ତିକ୍ତ ସମ୍ପର୍କ ଏବେ ପୁଣିଥରେ ଟ୍ରାକକୁ ଫେରୁଛି । କାରଣ ଏଲୋନ ମସ୍କ ନିଜେ ସମ୍ପର୍କକୁ ସୁଧାରିବା ପାଇଁ ପଦକ୍ଷେପ ନେଇଥିବା ଭଳି ମନେ ହେଉଛି । କାରଣ…

ବୃଦ୍ଧଙ୍କ ପାଇଁ ଘାତକ ଓମିକ୍ରନ୍ ଭାରିଆଣ୍ଟ, ସତର୍କ ରହିବାକୁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପରାମର୍ଶ

ଥିରୁବନନ୍ତପୁରମ: ଦେଶରେ ପୁଣି ଥରେ କରୋନା ମାମଲା ବୃଦ୍ଧି ପାଇଛି। ଏଥିରେ କେରଳରେ ସର୍ବାଧିକ ସଂକ୍ରମିତ ଲୋକ ଅଛନ୍ତି। ରାଜ୍ୟରେ ବଢ଼ୁଥିବା କରୋନା ଭାଇରସ୍ ମାମଲା ମଧ୍ୟରେ, କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ବୟସ୍କ ଏବଂ ଅନ୍ୟାନ୍ୟ…

ମୋଦି ସରକାରଙ୍କ ୧୧ ବର୍ଷ ଭିତରେ ଭାରତର ପରିବହନ କ୍ଷେତ୍ରରେ ଆସିଛି ଅନେକ ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ, ଦେଶର ପରିବହନ କ୍ଷେତ୍ରରେ ମୌଳିକ ସ୍ତରରେ କାମ ଦ୍ରୁତ ଗତିରେ କରାଯାଇଛି । ଗତ ଦଶନ୍ଧିରେ, ନୀତିଗତ ସଂସ୍କାର ସହିତ ମିଶନ ମୋଡରେ କାମ କରାଯାଇଛି । ପ୍ରଗତି, ପ୍ରଧାନମନ୍ତ୍ରୀ ଗତିଶକ୍ତି, ଜାତୀୟ ଲଜିଷ୍ଟିକ୍ସ ନୀତି,…

ପୁଣି ବଢିଲା ସୁନା ଦର, ପୁଣି ଟପିଯିବ ଲକ୍ଷେ!

ଭୁବନେଶ୍ୱର: କିଛିଦିନର ଆଶ୍ୱସ୍ତି ପରେ ପୁଣି ବଢିଲା ସୁନା ଦର। ଗତ କିଛି ଦିନ ଲଗାତାର ସୁନା ଦର କମିଚାଲିଥିଲା। ହେଲେ ଏବେ ସୁନା ଦର ପୁଣି ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ପୁଣି ଲକ୍ଷେ ଟପିଯିବ କି ସୁନ ମୂଲ୍ୟ ନେଇ ଗ୍ରାହକଙ୍କ ମନରେ ଛନକା। ଜୁନ୍‌ ୧୧ ଅର୍ଥାତ୍‌ ବୁଧବାର ବୃଦ୍ଧି ପାଇଛି…