୩ବର୍ଷ ମଧ୍ୟରେ ଋଷର ବଡ଼ ଆକ୍ରମଣ; ଗୋଟିଏ ରାତିରେ ୪୭୯ ଡ୍ରୋନ ଆଟାକ୍
ନୂଆଦିଲ୍ଲୀ: ଋଷ ଏବଂ ୟୁକ୍ରେନ ମଧ୍ୟରେ ତିନି ବର୍ଷ ଧରି ଚାଲିଥିବା ଯୁଦ୍ଧମଧ୍ୟରେ ଗତ ରବିବାର ୟୁକ୍ରେନ ପାଇଁ ଏକ ଭୟଙ୍କର ରାତି ଥିଲା । ଋଷ ୪୭୯ ଡ୍ରୋନ୍ ଏବଂ ୨୦ଟି କ୍ଷେପଣାସ୍ତ୍ର ସାହାଯ୍ୟରେ ୟୁକ୍ରେନ ଉପରେ ଏବେ ସୁଦ୍ଧାର ସବୁଠାରୁ ଏୟାର ଷ୍ଟ୍ରାଇକ୍ କରିଛି ।
ୟୁକ୍ରେନ ବାୟୁସେନା କହିଛି…