୩୧ତମ ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ୨୦୨୫ ଆରମ୍ଭ
ଭୁବନେଶ୍ୱର: କଳାତ୍ମକ ଉତ୍କର୍ଷତା ହାସଲ କରିବାରେ ୩ ଦଶନ୍ଧିରୁ ଅଧିକ ସମୟ ଧରି ଏକ ଉନ୍ନତ ପ୍ରଦର୍ଶନକୁ ସ୍ମରଣ କରି ସୃଜନ-ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ନୃତ୍ୟବାସ ୫ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଦିନ ସନ୍ଧ୍ୟା ୭ଟାରେ ରବୀନ୍ଦ୍ର ମଣ୍ଡପରେ ୩୧ତମ ଗୁରୁ କେଳୁଚରଣ ମହାପାତ୍ର…