Latest Odisha News

BREAKING NEWS

ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ, ଏମିତି ପ୍ରତିଶୋଧ ନେବ ଭାରତ….

ନୂଆଦିଲ୍ଲୀ: ଆମେରିକା ଏବଂ ଭାରତ ସମ୍ପର୍କରେ ଏବେ ଉତ୍ତେଜନା ଦେଖାଦେଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କେବଳ ଯେ ଭାରତ ଉପରେ ୨୫% ଶୁଳ୍କ ଲଗାଇଛନ୍ତି ତା ନୁହେଁ, ଭାରତ ବିରୁଦ୍ଧରେ ଅପମାନଜନକ ବିବୃତ୍ତି ମଧ୍ୟ ଦେଇଛନ୍ତି ଟ୍ରମ୍ପ ।  ଯଦିଓ ଭାରତ ଶାନ୍ତ ଅଛି, କାରଣ ଆମର ବୈଦେଶିକ…

ମହିଳା ଥାନାରେ ହାଜର ହେଲେ ଓଏଏସ୍ ସାର୍ଥକ ସୌରଭ ମହାପାତ୍ର

ଭୁବନେଶ୍ୱର: ଭୁବନେଶ୍ୱର ମହିଳା ଥାନାରେ ହାଜର ହେଲେ OAS ସାର୍ଥକ ସୌରଭ ମହାପାତ୍ର। ଦୁଇ ଦିନ ତଳେ ଓଏଏସ୍ ବାବୁଙ୍କ ପତ୍ନୀ ମହିଳା ଥାନାରେ ଏତଲା ଦେଇଥିଲେ। ପତ୍ନୀ ଅର୍ଚ୍ଚନା ଦାସଙ୍କ ଅଭିଯୋଗ ପରେ ଥାନାରେ ହାଜର ହେଲେ। ସ୍ବାମୀଙ୍କ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ପତ୍ନୀ।…

ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ସୂଚନା, ୨ ଜଣ ବିଶେଷଜ୍ଞଙ୍କୁ ମନୋନୀତ କଲା ଆରବିଆଇ

ଭୁବନେଶ୍ୱର: ରତ୍ନଭଣ୍ଡାର ଗଣତିମଣତି ନେଇ ଆଇନ୍ ମନ୍ତ୍ରୀଙ୍କ ସୂଚନା। ୨ ଜଣ ଏକ୍ସପର୍ଟ ଦେବା ପାଇଁ RBIକୁ ଚିଠି ଲେଖିଛନ୍ତି ସରକାର। RBI ୨ ଜଣ ଏକ୍ସପର୍ଟଙ୍କ ନାଁ ମଧ୍ୟ ଦେଇଛନ୍ତି। ଖୁବଶୀଘ୍ର ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ ହେବ। କମିଟି ଅନୁମତିରେ ରତ୍ନ ସବୁ ଭିତର ରତ୍ନଭଣ୍ଡାରକୁ…

ଲାଲକିଲ୍ଲାରେ ନିଜର ଭାଷଣ ପାଇଁ ଜନତାଙ୍କ ଠାରୁ ପରାମର୍ଶ ମାଗିଲେ ମୋଦି, ଜାଣନ୍ତୁ କେଉଁଠି ଦେବେ ମତାମତ……

ନୂଆଦିଲ୍ଲୀ: ପ୍ରତିବର୍ଷ ଅଗଷ୍ଟ ୧୫ରେ ଭାରତ ସ୍ୱାଧୀନତା ଦିବସ ପାଳନ କରେ । ଏହି ବର୍ଷ ଦେଶ ଏହାର ୭୯ତମ ସ୍ୱାଧୀନତା ଦିବସ ପାଳନ କରିବାକୁ ଯାଉଛି । ସ୍ୱାଧୀନତା ଦିବସ ପାଳନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରସ୍ତୁତି ଆରମ୍ଭ ହୋଇଛି । ସ୍ୱାଧୀନତା ଦିବସରେ ସାରା ଦେଶ ଉତ୍ସାହର ସହିତ ଅପେକ୍ଷା…

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଉ ୨ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଉ ୨ ଜଣଙ୍କୁ ବାନ୍ଧିଲା କ୍ରାଇମବ୍ରାଞ୍ଚ। ଗିରଫଦାରୀ ସଂଖ୍ୟା ୮ରେ ପହଞ୍ଚିଛି। ଗିରଫ ଦୁଇଜଣ କୋରାପୁଟ ଓ କଳାହାଣ୍ଡିର ଶିକ୍ଷକ ବୋଲି ଜଣାପଡିଛି । ଏହି ଘଟଣାରେ ଶିକ୍ଷକଙ୍କ ସଂପୃକ୍ତି ରହିଛି। ପ୍ରେସମିଟରେ କ୍ରାଇମବ୍ରାଞ୍ଚ DIG ବି.…

ଇଞ୍ଜିନିୟରଙ୍କୁ ପରିସ୍ରା ପିଆଇବା ଘଟଣା: ଗିରଫ ହେଲେ ଅଭିଯୁକ୍ତ ପିଅନ

ଗଜପତି: ଆର. ଉଦୟଗିରି ପୋଲିସ ଆରଡବ୍ଲୁଏସଏସ କାର୍ଯ୍ୟାଳୟରେ କନିଷ୍ଠ ଇଞ୍ଜିନିୟର ସଚିନ ଗୌଡ଼ଙ୍କୁ ପରିସ୍ରା ପରିବେଷଣ କରିବା ଅଭିଯୋଗରେ ପିଅନ ଶିବ ନାରାୟଣ ନାୟକଙ୍କୁ ଗିରଫ କରିଛି । ଜନସାଧାରଣରେ ଅସନ୍ତୋଷ ସୃଷ୍ଟି କରିଥିବା ଏହି ଆଶ୍ଚର୍ଯ୍ୟଜନକ ମାମଲାରେ, ଗଜପତି ଜିଲ୍ଲାର ଗ୍ରାମୀଣ ଜଳ ଯୋଗାଣ…

ଶୁଳ୍କ ଉତ୍ତେଜନା ମଧ୍ୟରେ ଭାରତ ଆସୁଛନ୍ତି ଟ୍ରମ୍ପଙ୍କ ସବୁଠାରୁ ଖାସ ବ୍ୟକ୍ତି, କ’ଣ ରହିଛି ଏଜେଣ୍ଡା?

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଏହି ସମୟରେ ଶୁଳ୍କ ଉତ୍ତେଜନା ମଧ୍ୟରେ, ରାଷ୍ଟ୍ରପତିଙ୍କ ସର୍ବୋଚ୍ଚ ବ୍ୟକ୍ତି ଏବଂ ହ୍ୱାଇଟ୍ ହାଉସର ଦକ୍ଷିଣ ଏସିଆ ବ୍ୟାପାରର ସର୍ବୋଚ୍ଚ ଅଧିକାରୀ ରିକି ଗିଲ୍, ଭାରତ-ମଧ୍ୟପ୍ରାଚ୍ୟ-ୟୁରୋପ…

କାହିଁକି ଭାରତ ଉପରେ ଖପ୍ପା ଟ୍ରମ୍ପ୍?, ବୈଦେଶିକ ମନ୍ତ୍ରୀ କହିଲେ ପ୍ରକୃତ କାରଣ, ‘ଚିଡିକି ଅଛନ୍ତି….’

ନୂଆଦିଲ୍ଲୀ: ଭାରତ ଏବଂ ଆମେରିକା ମଧ୍ୟରେ ଏବେ ଉତ୍ତେଜନା ରହିଛି । ଗତକାଲି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି । ଯାହା ଅଗଷ୍ଟ ୭ ରୁ କାର୍ଯ୍ୟକାରୀ ହେବ । ଖାଲି ଶୁଳ୍କ ଲାଗୁ କରିଛନ୍ତି, ତାହା ନୁହେଁ ଭାରତକୁ ନେଇ କଡା ମନ୍ତବ୍ୟ ଦେଇଛନ୍ତି…

ବଢିଲା ଅନିଲ ଅମ୍ବାନୀଙ୍କ ସମସ୍ୟା: ସେପଟେ ଚଢାଉ, ଏପଟେ ସମନ ଜାରି କଲା ଇଡି…..

ନୂଆଦିଲ୍ଲୀ: ଚଢାଉର ପ୍ରାୟ ସପ୍ତାହ ପରେ ଏବେ ଋଣ ଠକେଇ ମାମଲାରେ ଅନିଲ ଅମ୍ବାନୀଙ୍କୁ ସମନ ଜାରି କଲା ଇଡି । ୧୭,୦୦୦ କୋଟି ଟଙ୍କାର ବ୍ୟାଙ୍କ ଋଣ ଠକେଇ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ରିଲାଏନ୍ସ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ଏବଂ ଅଧ୍ୟକ୍ଷ ଅନିଲ ଅମ୍ବାନୀଙ୍କୁ ସମନ ଜାରି କରିଛି ।…

ଭାରତ ଉପରେ ସପ୍ତାହେ ଟଳିଲା ଶୁଳ୍କ ସଙ୍କଟ, ୨୫%ରୁ ୩୫% ହେଲା କାନାଡା ଶୁଳ୍କ….

ନୂଆଦିଲ୍ଲୀ: ଅଗଷ୍ଟ ୧, ଅର୍ଥାତ୍ ଆଜିଠାରୁ ଲାଗୁ ହେବାକୁ ଥିବା ଭାରତ ଉପରେ ୨୫ ପ୍ରତିଶତ ଶୁଳ୍କ ଏବେ ୭ ଅଗଷ୍ଟରୁ ଲାଗୁ ହେବ । ଶୁଳ୍କ ଲାଗୁକୁ ସପ୍ତାହେ ଘୁଞ୍ଚାଇଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିଛନ୍ତି ଯାହା ଅନୁଯାୟୀ…