୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ୩୩ ବର୍ଷ ପରେ ଶାହାରୁଖ ଜିତିଲେ ପ୍ରଥମ ନ୍ୟାଶନାଲ ଆଓ୍ୱାର୍ଡ
ନୂଆଦିଲ୍ଲୀ: ୭୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ୨୦୨୩ର ବିଜେତା ଘୋଷଣା କରିଛି। ଶାହାରୁଖ ଖାନ ଓ ବିକ୍ରାନ୍ତ ମେସୀ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତିଛନ୍ତି। ଶାହାରୁଖ ‘ଜଓ୍ୱାନ’ ଓ ବିକ୍ରାନ୍ତ ‘12th Fail’ ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଛନ୍ତି। ଉଭୟଙ୍କ ପାଇଁ ଏହା ପ୍ରଥମ ଜାତୀୟ…