ଚୀନ୍ କମ୍ପାନୀକୁ କଡ଼ା ସମାଲୋଚନା, ୱେବସାଇଟରୁ ହଟିଲା ଜଗନ୍ନାଥଙ୍କ ଫଟୋ ଥିବା ଗୋଡ ପୋଛା
ନୂଆଦିଲ୍ଲୀ: ଚୀନର ଇ-କମର୍ସ ୱେବସାଇଟ୍ ଆଲି ଏକ୍ସପ୍ରେସରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ଥିବା ଡୋରମାଟ୍ ବିକ୍ରି ହେଉଥିବା ଜଣାପଡ଼ିବା ପରେ ବିଭିନ୍ନ ମହଲରୁ କଡ଼ା ସମାଲୋଚନା କରାଯାଇଥିଲା।
ତେବେ ଏହାକୁ ନେଇ ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ନିନ୍ଦା କରିବା ସହ ୱେବ୍ ସାଇଟକୁ କ୍ଷମା…