‘୧୭ ବର୍ଷ ଧରି ନିର୍ଯାତିତ ହେଲି’, କୋର୍ଟଙ୍କ ରାୟ ପରେ ଏମିତି କହିଲେ ସାଧ୍ବୀ ପ୍ରଜ୍ଞା…
ମୁମ୍ବାଇ: ମୁମ୍ବାଇର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଦିନ ସେପ୍ଟେମ୍ବର ୨୦୦୮ରେ ଘଟିଥିବା ମାଲେଗାଓଁ ବିସ୍ଫୋରଣ ମାମଲାରେ ପୂର୍ବତନ ବିଜେପି ସାଂସଦ ତଥା ସାଧ୍ଵି ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ପୁରୋହିତଙ୍କ ସମେତ ସମସ୍ତ ସାତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ…