HDFCରେ ଆକାଉଣ୍ଟ ଥିଲେ ନିଶ୍ଚିତ ପଢ଼ନ୍ତୁ ଏହି ଖବର, ଆଗକୁ ବଡ଼ ପରିବର୍ତ୍ତନ
ନୂଆଦିଲ୍ଲୀ: ଯଦି ଆପଣ ଜଣେ ଉଚ୍ଚ ନେଟ୍ୱର୍ଥ ବ୍ୟକ୍ତି ଏବଂ HDFC ବ୍ୟାଙ୍କର ଗ୍ରାହକ, ତେବେ ଏହି ଖବର ଆପଣଙ୍କୁ ଖୁସି କରିବ। ବ୍ୟାଙ୍କ ଏହାର ପ୍ରିମିୟମ୍ ସେବା ଇମ୍ପେରିଆର ନିୟମରେ ଏକ ନୂଆ ବିକଳ୍ପ ଯୋଡିଛି, ଯାହା ଗ୍ରାହକମାନଙ୍କୁ ଅଧିକ ସୁବିଧା ପ୍ରଦାନ କରିବ। ଏହି ପରିବର୍ତ୍ତନ ୧ ଅକ୍ଟୋବର…