Latest Odisha News

BREAKING NEWS

ଋଷିଆ ଉପରେ ସବୁଠୁ ବଡ଼ ଆଟାକ କଲା ୟୁକ୍ରେନ, ଆକ୍ରମଣ ଦେଖି ପୁଟିନ ତାଜୁବ

ନୂଆଦିଲ୍ଲୀ: ଋଷିଆ ଉପରେ ସବୁଠୁ ବଡ଼ ଆଟାକ କରି ପୂରା ବିଶ୍ୱକୁ ଚମକାଇଲା ୟୁକ୍ରେନ। ମସ୍କୋ ଭିତରେ ପଶି ‘ସ୍ପାଇଡର ଓ୍ୱେବ’ ଅପରେସନ ଆରମ୍ଭ କରିଛି ଜେଲେନସ୍କିଙ୍କ ଟିମ। ୟୁକ୍ରେନର ଜୋରଦାର ଆଟାକରେ ଥରହର ହେଲା ଋଷିଆ। ଏତବଡ଼ ଆକ୍ରମଣକୁ ଦେଖି ନିଜେ ତାଜୁବ ହୋଇଛନ୍ତି ଭ୍ଲାଦିମିର ପୁଟିନ୍ ।…

ଆଇପିଏଲ୍ ଫାଇନାଲରେ ପଞ୍ଜାବ କିଙ୍ଗସ୍: ଶ୍ରେୟସଙ୍କ ଚମତ୍କାର ପ୍ରଦର୍ଶନ, ଫେଲ ମାରିଲେ ବୁମରାହ-ବୋଲ୍ଟ

ଅହମଦାବାଦ: ପଞ୍ଜାବ କିଙ୍ଗସ୍ (PBKS) ଆଇପିଏଲ୍ ୨୦୨୫ର ଫାଇନାଲରେ ପ୍ରବେଶ କରି ଇତିହାସ ରଚିଛି। ରବିବାର ରାତିରେ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା କ୍ୱାଲିଫାୟାର ୨ରେ ପଞ୍ଜାବ ମୁମ୍ବାଇ ଇଣ୍ଡିଆନ୍ସ (MI)କୁ ୫ ଉଇକେଟରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଛି।…

ଗୋପୀନାଥ ଜୀଉଙ୍କ ବିଗ୍ରହ ସ୍ଥିତି ଦେଖି ଐତିହ୍ୟ ଅନୁରାଗୀମାନଙ୍କ ଉଦବେଗ ପ୍ରକାଶ

ଜଗତସିଂହପୁର: "ଜଗତସିଂହପୁର ଐତିହ୍ୟ ପଦଯାତ୍ରା"ର ପଞ୍ଚମ ସଂସ୍କରଣ ଅବସରରେ ଐତିହ୍ୟାନୁରାଗୀ ବନ୍ଧୁମାନେ ବିରିଡ଼ି ବ୍ଲକ ଅନ୍ତର୍ଗତ ହାଜିପୁର ଗ୍ରାମର ମାଳିକା ବର୍ଣ୍ଣିତ କ୍ଷେତ୍ର, ଐତିହାସିକ ଅଷ୍ଟଶମ୍ଭୁ ମନ୍ଦିର ଠାରେ ଏକତ୍ରିତ ହୋଇଥିଲେ। ଏଠାରେ ପୂଜା ପାଉଥିବା ମୁଖ୍ୟ ଦେବତା…

ଝଡତୋଫାନରେ ଫସିଲା ଇଣ୍ଡିଗୋ ବିମାନ, ଏଭଳି କଲେ ପାଇଲଟ…

ରାୟପୁର: ରାୟପୁରରୁ ଦିଲ୍ଲୀ ଅଭିମୁଖେ ଯାଉଥିବା ଇଣ୍ଡିଗୋ ବିମାନ ୬ଇ-୬୩୧୩ ଧୂଳି ଝଡ଼ର ସମ୍ମୁଖୀନ ହୋଇଥିଲା। ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ। ସୂଚନା ଅନୁଯାୟୀ, ବିମାନଟି ଦିଲ୍ଲୀ ବିମାନବନ୍ଦରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ହଠାତ୍ ପାଗ ବଦଳି…

କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ଷ୍ଟୁଡ଼ିଓର ଅତ୍ୟାଧୁନିକୀକରଣକୁ ଦେଲେ ଗୁରୁତ୍ୱ

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ  ମୋହନ ଚରଣ ମାଝୀ କଳିଙ୍ଗ ଷ୍ଟୁଡ଼ିଓ ପରିଦର୍ଶନ କରି  ଏହାକୁ ଏକ ସ୍ୱୟଂ ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଷ୍ଟୁଡ଼ିଓ ଭାବେ ବିକଶିତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ଏକ ଡିପିଆର୍‍ ପ୍ରସ୍ତୁତ କରିବା ପାଇଁ ସେ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ।    …

ସାହସିକତା ଏବଂ ବନ୍ୟପ୍ରାଣୀ ସଂରକ୍ଷଣ କ୍ଷେତ୍ରରେ ଅନୁଗୁଳର ସିଲକା ସେଲୋନୀ ପୁରସ୍କୃତ

ଭୁବନେଶ୍ୱର: ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରି ପ୍ରତିଷ୍ଠା ଲାଭ କରିଥିବା ଏବଂ ଉଦୀୟମାନ ମହିଳା ମାନଙ୍କୁ ଭୁବନେଶ୍ୱରର ଓଡିଶୀ ଗବେଷଣା କେନ୍ଦ୍ରଠାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଦେଶର ଅଗ୍ରଣୀ ପ୍ରାଣୀ ସୁରକ୍ଷା କର୍ମୀ ମାନେକା ଗାନ୍ଧୀ ଅନୁଗୁଳର ଝିଅ ସିଲକା…

ଭତ୍ତା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଗଲେ ଦିବ୍ୟାଙ୍ଗ ବୃଦ୍ଧା

ବଲାଙ୍ଗିର:ବଲାଙ୍ଗୀର ଜିଲ୍ଲାର ଜଣେ ଦିବ୍ୟାଙ୍ଗ ମହିଳା ନିଜର   ପେନସନ ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯାଉଥିବାର ଦେଖାଯାଇଛି। ପୀଡ଼ିତା ଜଣକ ପାଟନାଗଡ଼ ବ୍ଲକ୍ ଅନ୍ତର୍ଗତ ପଟାମୁଣ୍ଡା ପଞ୍ଚାୟତର ପାଣ୍ଡେସରା ଗ୍ରାମର ସୁରେଖା ନାୟକ ବୋଲି ଜଣା ପଡ଼ିଛି। ଏହାପରେ  କିଛି ଦୟାଳୁ ବ୍ୟକ୍ତି ତାଙ୍କୁ…

ଆକ୍ସନ ମୋଡରେ ବନ ବିଭାଗ; ସଂରକ୍ଷିତ ଜଙ୍ଗଲରେ ୨୮ ବେଆଇନ ନିର୍ମାଣ ଘର ଭାଙ୍ଗିଲା

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଝରିଗାଁ ବନାଞ୍ଚଳ ଅଧୀନରେ ଥିବା ହାତୀବାଡ଼ି ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଜବରଦଖଲ କରି ଦୋକାନ ଗୃହ ଓ ଘର ନିର୍ମାଣ କରିଥିଲେ । ରବିବାର ବନ ବିଭାଗ ପକ୍ଷରୁ ଜେସିବି ଲଗାଇ ମୋଟ ୨୮ ଗୋଟି ଘର ଭାଙ୍ଗିଛି । ସଂରକ୍ଷିତ ଜଙ୍ଗଲକୁ ସଫା କରି ବେଆଇନ ଭାବେ ଘର ତିଆରି କରି…

ପୂର୍ବତଟ ରେଳପଥର ‘ପ୍ଲାଷ୍ଟିକ ମୁକ୍ତ ଷ୍ଟେସନ ପରିସର’ ଅଭିଯାନ ଆରମ୍ଭ

ଭୁବନେଶ୍ବର: ବିଶ୍ୱ ପରିବେଶ ଦିବସ ୨୦୨୫କୁ ଦୃଷ୍ଟିରେ ରଖି, ପୂର୍ବ ତଟ ରେଳପଥ ୨୨ ମେ ରୁ ୫ଜୁନ ପର୍ଯ୍ୟନ୍ତ ଏକ ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ କରିଛି, ଯାହା ଚଳିତ ବର୍ଷର ବିଷୟବସ୍ତୁ - "ପ୍ଲାଷ୍ଟିକ୍ ପ୍ରଦୂଷଣ ସମାପ୍ତ କରିବା" ସମ୍ବନ୍ଧରେ ଆଧାରିତ । ଏହି ପଦକ୍ଷେପର ଲକ୍ଷ୍ୟ ହେଉଛି ରେଳ…

ଭାରତ ଏ ପକ୍ଷରୁ ଖେଳିବାକୁ ଚାହୁଁଛନ୍ତି ରାହୁଲ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଆରମ୍ଭରୁ ଭଲ ପ୍ରଦର୍ଶନ କରିଥିଲା । କେଏଲ ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ ଏହାର ପ୍ରମୁଖ କାରଣ ରହିଥିଲା । ଅବଶ୍ୟ ଦିଲ୍ଲୀ ପ୍ଲେ ଅଫରେ ପ୍ରବେଶ କରିପାରି ନାହିଁ । ରାହୁଲଙ୍କ ଭୂମିକା ନେଇ ଆଲୋଚନା ଆରମ୍ଭ ହୋଇଥିଲା । ଏଥିରେ ମୁଣ୍ଡ ପୂରାଇବା…