ଶିକ୍ଷାର୍ଥୀଙ୍କ ନିରାପତ୍ତା ନେଇ କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍ ଜାରି
ନୂଆଦିଲ୍ଲୀ: ଶିକ୍ଷାର୍ଥୀଙ୍କ ନିରାପତ୍ତା ନେଇ କେନ୍ଦ୍ର ପକ୍ଷରୁ ଗାଇଡଲାଇନ୍ ଜାରି ହୋଇଛି। ପିଲାମାନଙ୍କ ସୁରକ୍ଷାକୁ ନଜରରେ ରଖି ଶିକ୍ଷା ମନ୍ତ୍ରଣାଳୟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ବିଦ୍ୟାଳୟ ମାନଙ୍କରେ ବାଧ୍ୟତାମୂଳକ ଭାବେ ସୁରକ୍ଷା ଅଡିଟ୍ କରିବାକୁ ନିର୍ଦ୍ଦେଶ ଜାରି…