କଟକରୁ ବେଆଇନ ଅସ୍ତ୍ରଶସ୍ତ୍ର ରାକେଟ ଠାବ…
କଟକ: ବେଆଇନ ଅସ୍ତ୍ରଶସ୍ତ୍ର କାରବାର ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଇ କମିଶନରେଟ୍ ପୋଲିସ କଟକରୁ ଛଅ ଜଣଙ୍କୁ ଗିରଫ କରିଛି। ଏଥିସହିତ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳି ଜବତ କରିଛି।
ଏକ ବିଶ୍ୱସ୍ତ ସୂଚନା ଆଧାରରେ ପୋଲିସର ଏକ ଟିମ୍ ସହରର ମାଲଗୋଦାମ ଅଞ୍ଚଳରେ…