ଯୁଦ୍ଧଘୋଡାରୁ କିମ୍ବଦନ୍ତୀ: ୬୨ ବର୍ଷ ପରେ ଅବସର ନେବ ଲଢ଼ୁଆ ବିମାନ ମିଗ୍-୨୧….
ନୂଆଦିଲ୍ଲୀ: ଅବସର ନେବ ଭାରତର ଲଢୁଆ ଘୋଡା । ୧୯୬୫ ଏବଂ ୧୯୭୧ ଯୁଦ୍ଧ, କାର୍ଗିଲ ଯୁଦ୍ଧ ଏବଂ ଅପରେସନ ସିନ୍ଦୂର ପର୍ଯ୍ୟନ୍ତ, ପ୍ରମୁଖ ସଂଘର୍ଷରେ ନିଜର ବଳ ଦେଖାଇଥିବା ପ୍ରତୀକାତ୍ମକ ଲଢ଼ୁଆ ବିମାନ ମିଗ୍-୨୧କୁ ଭାରତୀୟ ବାୟୁସେନା ଅବସର ଦେବାକୁ ଯାଉଛି । ୬୨ ବର୍ଷ ଧରି ଭାରତର ଯୁଦ୍ଧ…