ଅନଲାଇନ୍ ହୋଟେଲ ବୁକିଂ ଠକେଇରେ ରାଜସ୍ଥାନରୁ ୨ ଗିରଫ
ଭୁବନେଶ୍ୱର: ଆଜିକାଲି ପୁରୀକୁ ତୀର୍ଥଯାତ୍ରା ପାଇଁ ଅନେକ ଶ୍ରଦ୍ଧାଳୁ ଆସୁଥିବାରୁ ସେମାନଙ୍କୁ ସୁବିଧାରେ ଟାର୍ଗେଟ କରୁଛନ୍ତି ସାଇବର ଠକ।
ନିକଟରେ ତୀର୍ଥଯାତ୍ରୀମାନଙ୍କୁ ଟାର୍ଗେଟ କରି ଏକ ଅନଲାଇନ୍ ହୋଟେଲ ବୁକିଂ ଠକେଇରେ ସମ୍ପୃକ୍ତ ଥିବା ଦୁଇଜଣ ଅଭିଯୁକ୍ତଙ୍କୁ ରାଜସ୍ଥାନରୁ ଓଡ଼ିଶା…