Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୧୨୩: ଯେଉଁମାନେ ଇନ୍ଦ୍ରିୟ ଓ ମନରେ ସର୍ବଦା କୃଷ୍ଣ ରସ ପାନରେ ନିୟୋଜିତ ଥାନ୍ତି ସେମାନେ ହିଁ ଗୋପୀ

ଲେଖକ: ଦୟାନିଧି ତ୍ରିପାଠୀ ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ମୂଳ ଭିତ୍ତି ଭୂମି ହେଲା ଜ୍ଞାନ, ବୈରାଗ୍ୟ ଓ ଭକ୍ତି। ଭାଗବତରେ ଯେଉଁ ଭକ୍ତିଧାରା ପ୍ରବାହିତ ହୁଏ, ତାର ଆଧାର ବା ଶ୍ରେଷ୍ଠ ନିଦର୍ଶନ ହେଲେ ଗୋପୀମାନେ। ଶ୍ରୀକୃଷ୍ଣ ଲୀଳା ବର୍ଣନାରେ ଗୋପୀ ମାନଙ୍କ ଭକ୍ତିର ଚର୍ଚ୍ଚା…

ଏସିଆନ କପ୍ ଯୋଗ୍ୟତା ପରେ ଫିଫା ରାଙ୍କିଙ୍ଗରେ ଉପରକୁ ଉଠିଲା ଭାରତ; ଜାଣନ୍ତୁ କେତେ ସ୍ଥାନରେ ପହଞ୍ଚିଲା…

ନୂଆଦିଲ୍ଲୀ: ଥାଇଲ୍ୟାଣ୍ଡ ବିପକ୍ଷରେ ଐତିହାସିକ ବିଜୟ ପରେ, ଭାରତୀୟ ମହିଳା ଫୁଟବଲ୍ ଦଳ ସଦ୍ୟତମ ଫିଫା ରାଙ୍କିଙ୍ଗରେ ସାତ ସ୍ଥାନ ଉପରକୁ ଉଠି ୬୩ତମ ସ୍ଥାନରେ ପହଞ୍ଚିଛି। ଏହି ବିଜୟ ସହିତ, ଦଳ ଇତିହାସ ସୃଷ୍ଟି କରିଛି ଏବଂ AFC ମହିଳା ଏସୀୟ କପରେ ମଧ୍ୟ ସ୍ଥାନ ପାଇଛି। ଭାରତୀୟ ମହିଳା…

ଆଧୁନିକ ମଡେଲ ହସ୍ପିଟାଲ ହେବ ଏସସିବି: ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର: ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟପଦ୍ଧତି, ରୋଗୀ ସେବା ଓ ଆଧୁନିକ ବିକାଶ…

ଓଡ଼ିଆ ପୁଅ ହେଲେ ସିକ୍କିମ ବିଶ୍ୱବିଦ୍ୟାଳୟର କୁଳପତି

ଭୁବନେଶ୍ବର:ଓଡ଼ିଆ ପୁଅ ତଥା ପ୍ରଖ୍ୟାତ ଶିକ୍ଷାବିଦ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର ପ୍ରଫେସର ଶାନ୍ତନୁ କୁମାର ସ୍ୱାଇଁଙ୍କୁ ସିକ୍କିମ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବରେ ନିଯୁକ୍ତ କରାଯାଇଛି। ଏହି ନିଯୁକ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ବିଶ୍ୱବିଦ୍ୟାଳୟର ଭିଜିଟର ଭାବରେ…

ଚାଷୀଙ୍କ ପାଇଁ ବଡ଼ ଘୋଷଣା, ଏବେ ଆକାଣ୍ଟକୁ ଆସିବ…

ନୂଆଦିଲ୍ଲୀ: ଚାଷୀଙ୍କ ପାଇଁ ଏକ ବଡ଼ ଖବର! କିଛି ଦିନ ପୂର୍ବେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୨୦ତମ କିସ୍ତିର ଟଙ୍କା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସ୍ଥାନାନ୍ତରିତ ହୋଇଛି। ଏହାପରେ ଏବେ ଚାଷୀମାନେ ପରବର୍ତ୍ତୀ ୨୧ତମ କିସ୍ତିର ଅପେକ୍ଷାରେ ଅଛନ୍ତି। ଏହି ସମୟରେ କିଛି ଚାଷୀଙ୍କ…

କାଲି କେଉଁ ଶୁଭ ସମୟରେ ଭାଇ ହାତରେ ବାନ୍ଧିବେ ରାଖୀ? ଜାଣିନିଅନ୍ତୁ ନହେଲେ..

ଭୁବନେଶ୍ୱର: ପ୍ରତିବର୍ଷ ଶ୍ରାବଣ ମାସର ପୂର୍ଣ୍ଣିମା ତିଥିରେ ରକ୍ଷା ବନ୍ଧନ ପର୍ବ ପାଳନ କରାଯାଏ। ଚଳିତ ବର୍ଷ ଏହି ପର୍ବ ଶନିବାର, ୯ ଅଗଷ୍ଟ ୨୦୨୫ରେ ପାଳିତ ହେବ। ଏହି ଦିନ ଭଉଣୀମାନେ ଭାଇଙ୍କୁ ସୁରକ୍ଷା ଓ ମଙ୍ଗଳ କାମନା କରି ତାଙ୍କ ହାତରେ ରକ୍ଷା ସୂତ୍ର (ରାଖୀ) ବାନ୍ଧିଥାନ୍ତି। ବଦଳରେ…

ଆଦାନୀ ଧାମରା ପୋର୍ଟରେ ପ୍ରଥମ ଷ୍ଟିଲ ସ୍ଲାବ୍ ରେକ୍ ଲୋଡିଂର ଶୁଭାରମ୍ଭ

ଧାମରା: ଆଦାନୀ ଧାମରା ପୋର୍ଟ ଷ୍ଟିଲ ସ୍ଲାବ୍ ପରିବହନ ଯୋଗାଣ କ୍ଷେତ୍ରରେ ଐତିହାସିକ ମାଇଲଖୁଣ୍ଟ ହାସଲ କରିପାରିଛି । ଧାମରା ପୋର୍ଟ ପକ୍ଷରୁ ପ୍ରଥମଥର ପାଇଁ ଷ୍ଟିଲ ସ୍ଲାବ୍ ଟ୍ରେନ ମାଧ୍ୟମରେ ଲୋଡିଂର ଶୁଭାରମ୍ଭ କରାଯାଇଛି । ପ୍ରଥମଥର ପାଇଁ ଅଗଷ୍ଟ ୩ ତାରିଖରେ ଏମ୍ଭି ଏଚ୍ଟିକେ ନେପ୍ଚୁ୍ୟନ୍…

ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳି ନ ପାରନ୍ତି ସଞ୍ଜୁ ସାମସନ

ଜୟପୁର: ଆଗାମୀ ଆଇପିଏଲ ପୂର୍ବରୁ ରାଜସ୍ଥାନ ରୟାଲ୍ସର ସଞ୍ଜୁ ସାମସନ ଦଳ ଛାଡିବା ପାଇଁ ଚିନ୍ତା କରୁଥିବା ଖବର ପ୍ରକାଶ ପାଇଛି । ରାଜସ୍ଥାନର ଯୁବ ଓପନର ବୈଭବ ସୂର୍ଯ୍ୟବଂଶୀ ଚମତ୍କାର ପ୍ରଦର୍ଶନ ଜାରୀ ରଖିଥିବାରୁ ସଞ୍ଜୁ ଦଳ ଛାଡିବା ପାଇଁ ଚିନ୍ତା କରୁଛନ୍ତି ବୋଲି ପୂର୍ବତନ କ୍ରିକେଟର ଆକାଶ…

ସକାଳ ନା ସନ୍ଧ୍ୟା ? କେତେବେଳେ କ୍ୟାନସର ଚିକିତ୍ସା କରିବା ଆବଶ୍ୟକ

ନୂଆଦିଲ୍ଲୀ : ଯେକୌଣସି ରୋଗର ଚିକିତ୍ସା ପାଇଁ ଲୋକମାନେ ନିଜ ସୁବିଧା ଅନୁସାରେ ଆପଏଣ୍ଟମେଣ୍ଟ ନେଇଥାନ୍ତି। ସମସ୍ତେ ଭାବନ୍ତି ଯେ ଯେକୌଣସି ସମୟରେ ଭଲ ଚିକିତ୍ସା କଲେ ତାହା ନିଶ୍ଚିତ ଭାବେ ଫଳପ୍ରଦ ହେବ। କିନ୍ତୁ ଏକ ସାମ୍ପ୍ରତିକ ଅଧ୍ୟୟନରୁ ଜଣାପଡ଼ିଛି ଯେ କେବଳ କର୍କଟ ରୋଗର ଚିକିତ୍ସା…

ପୋଲିସର ଥାର୍ଡ ଡିଗ୍ରୀ ଅଭିଯୋଗ ମାମଲା; ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ଏସପିଙ୍କ ବଡ଼ ଖୁଲାସା

ଯାଜପୁର:ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ ଡିଗ୍ରୀ ଘଟଣା । କୌଣସି ପ୍ରକାର ଥାର୍ଡ ଡିଗ୍ରୀ ହୋଇ ନଥିବା ସ୍ପଷ୍ଟ କଲେ ଯାଜପୁର ଏସ୍‌ପି । ବାଲିଚନ୍ଦ୍ରପୁର ଥାନାରେ ସିସିଟିଭି ଫୁଟେଜ୍ ଯାଞ୍ଚ ପରେ ସ୍ପଷ୍ଟ କରିଛନ୍ତି ଏସ୍‌ପି । ସୂଚନାଥାଉକି,ବାଲିଚନ୍ଦ୍ରପୁର ଥାନା ଅଧୀନ ମହିପୁର…