କୁଲଗାମରେ ୮ ଦିନ ହେଲା ଜାରି ରହିଛି ଏନକାଉଣ୍ଟର, ୧୦ ବର୍ଷ ମଧ୍ୟରେ ଏହା ସବୁଠାରୁ ଲମ୍ବା ଅପରେସନ୍
ଶ୍ରୀନଗର: ଦକ୍ଷିଣ କାଶ୍ମୀରର କୁଲଗାମ ଜିଲ୍ଲାରେ ୮ ଦିନ ପୂର୍ବେ ଆରମ୍ଭ ହୋଇଥିବା ଅପରେସନ କୁଲଗାମ ଆଜି ୮ମ ଦିନରେ ପହଞ୍ଚିଛି। ଏହା ଦଶ ବର୍ଷ ମଧ୍ୟରେ ସବୁଠାରୁ ଲମ୍ବା ଏନକାଉଣ୍ଟର। ଏହି ଅପରେସନରେ ଏପର୍ଯ୍ୟନ୍ତ ୩ଜଣ ଆତଙ୍କବାଦୀ ନିହତ ହୋଇଥିବା ନିଶ୍ଚିତ ହୋଇଛି। ଯେତେବେଳେ କି ୨ରୁ ୩ ଜଣ…