ମିଳିବ ପ୍ରାକୃତିକ ଚମକ; ଲଗାନ୍ତୁ ତୁଳସୀ ପତ୍ରର ଏହି ଫେସ୍ ପ୍ୟାକ୍
ଭୁବନେଶ୍ବର: ଔଷଧୀୟ ଗୁଣରେ ପରିପୂର୍ଣ୍ଣ ତୁଳସୀ ପତ୍ର କେବଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ନୁହେଁ ବରଂ ଆପଣଙ୍କ ତ୍ୱଚା ପାଇଁ ମଧ୍ୟ ଏକ ବରଦାନ ସାବ୍ୟସ୍ତ ହୋଇପାରେ। ଯଦି ଆପଣ ଠିକ୍ ଉପାୟରେ ତୁଳସୀ ପତ୍ର ବ୍ୟବହାର କରନ୍ତି, ତେବେ ଆପଣ ଚମକଦାର ତ୍ୱଚା ପାଇପାରିବେ।
ଆସନ୍ତୁ ଜାଣିବା…