ଆଇସିସି ର୍ୟାଙ୍କିଙ୍ଗରେ ଇତିହାସ ରଚିଲେ ଜାଡେଜା
ନୂଆଦିଲ୍ଲୀ: ଆଇସିସି ର୍ୟାଙ୍କିଙ୍ଗରେ ଭାରତର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଇତିହାସ ରଚିଛନ୍ତି । ସେ କ୍ରମାଗତ ସର୍ବାଧିକ ଦିନ ଅଲରାଉଣ୍ଡର ର୍ୟାଙ୍କିଙ୍ଗରେ ଶୀର୍ଷ ସ୍ଥାନରେ ରହି ଆସିଛନ୍ତି । ଜାଡେଜା ଟେଷ୍ଟ କ୍ରିକେଟରେ ୧୧୫୧ ଦିନ ଓ ୩୮ ମାସ ଶୀର୍ଷରେ ରହିଛନ୍ତି । ଗତ ବର୍ଷ ସେ…