ବାଲିଚନ୍ଦ୍ରପୁର ଥାନା ହାଜତରେ ଯୁବକଙ୍କୁ ନିର୍ଯାତନା ଘଟଣା; ୩ ପୋଲିସ କର୍ମଚାରୀଙ୍କୁ ସସ୍ପେଣ୍ଡ
ଯାଜପୁର: ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଘଟଣା । ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନାରେ ଯୁବକଙ୍କୁ ଥାର୍ଡ଼ ଡିଗ୍ରୀ ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୩ ଜଣ ପୋଲିସ ବାବୁଙ୍କୁ ସସ୍ପେଣ୍ଡ କଲେ ଯାଜପୁର ଏସ୍ପି । ଥାନାର ଜଣେ ଏସ ଆଇ, ଏଏସଆଇ ଓ କନେଷ୍ଟବଳଙ୍କୁ ନିଲମ୍ବିନ…