Latest Odisha News

BREAKING NEWS

ଭାରତ-ପାକିସ୍ତାନ ଅଶାନ୍ତି…ମୂଲ୍ୟ ଏତେ !

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଅପରେସନ୍ ସିନ୍ଦୂର । ଏହାପରଠୁ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମରେ ରହିଥିଲା । ପାକିସ୍ତାନ ଭାରତର ସୀମାବର୍ତ୍ତୀ ଅଞ୍ଚଳକୁ ଟାର୍ଗେଟ୍ କରି ଆକ୍ରମଣ ଉଦ୍ୟମ କଲା ତ ଭାରତ ବି ଜବାବୀ ହମଲା କଲା । ସ୍ଥିତି ଏମିତି ହୋଇଥିଲା ଯେ…

ବୟକଟ୍ ତୁର୍କୀ, ଅଜରବୈଜାନ…କାହିଁକି କରୁଛି ଟ୍ରେଣ୍ଡ?

ନୂଆଦିଲ୍ଲୀ: ପାକିସ୍ତାନକୁ କରୁଥିଲେ ସମର୍ଥନ । ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି ତୁର୍କୀ, ଅଜରବୈଜାନ ବୟକଟ୍ । ପ୍ରଭାବିତ ହେବ ଦୁଇ ଦେଶର ପର୍ଯ୍ୟଟନ । ଭାରତ ଓ ପାକିସ୍ତାନ ମୁହାଁମୁହିଁ ହୋଇଥିବା ପରେ ଅନେକ ସତ ସାମନାକୁ ଆସିଛି । ଭାରତ ବିରୋଧରେ ପାକିସ୍ତାନ ସହ ଠିଆ ହୋଇଥିଲେ ତୁର୍କୀ…

‘ଆମେରିକା ହସ୍ତକ୍ଷେପ ଜରୁରୀ’, କାହିଁକି ଏମିତି କହିଲେ କଂଗ୍ରେସ ସାଂସଦ?

ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଦୀର୍ଘ ସମୟ ଧରି ଉତ୍ତେଜନା ଏବଂ ସଂଘର୍ଷ ପରେ, ମେ ୧୦ ସନ୍ଧ୍ୟା ୫ଟାରେ ଯୁଦ୍ଧବିରତି ଘୋଷଣା କରାଯାଇଛି । ଏହି ଅସ୍ତ୍ରବିରତି ନେଇ କିନ୍ତୁ ଏବେ ଖପ୍ପା ରହିଛି କଂଗ୍ରେସ । କଂଗ୍ରେସର ଅନେକ ନେତା ଅସ୍ତ୍ରବିରତିରେ ଆମେରକା ଅସ୍ତକ୍ଷେପକୁ ନେଇ…

ଓଡ଼ିଶାର ଏହି ୭ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର: ଓଡ଼ିଶାର ସାତ ଜିଲ୍ଲାରେ ବଜ୍ରପାତ ସହିତ ଝଡ଼ବର୍ଷା ସମ୍ଭାବନା ଥିବା ନେଇ ମଙ୍ଗଳବାର ଅପରାହ୍ନରେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସତର୍କତା ଜାରି କରିଛି। ଅପରାହ୍ନ ୨ଟାରେ ଜାରି ଆଇଏମଡି ବୁଲେଟିନରେ ଗଜପତି, ଗଞ୍ଜାମ, ରାୟଗଡା, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ଼…

କୋହଲିଙ୍କ ମନରେ ରହିବ ଏହି ୫ କଥା

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଭାରତୀୟ କ୍ରିକେଟପ୍ରେମୀ ନିରାଶ ହୋଇ ପଡିଛନ୍ତି । କୋହଲି ଅବସର ନେବା ପରେ ତାଙ୍କ ମନରେ ଏହି ୫ଟି କଥା ରହିଯିବ । ୧୦ ହଜାର ରନ: କୋହଲି ଆଉ ୭୭୦ ରନ ସଂଗ୍ରହ କରିଥିଲେ ଟେଷ୍ଟ କ୍ରିକେଟରେ ୧୦୦୦୦ ରନ ପୂର୍ଣ୍ଣ…

ସିବିଏସଇ ଦଶମ ରେଜଲ୍ଟ ପ୍ରକାଶ, ପାସ୍‌ ହାର ୯୩.୬୬ ପ୍ରତିଶତ ରେକର୍ଡ

ଭୁବନେଶ୍ବର: ପ୍ରଥମେ ସିବିଏସଇ ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ ପରେ ଏବେ ଦଶମ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମୋଟ ପାସ୍‍ହାର ୯୩.୬୬ ପ୍ରତିଶତ ରହିଛି । ଏଥର ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ପାସ୍‌ ହାର ୨.୩୭ ପ୍ରତିଶତ ଅଧିକ ରହିଛି । ବର୍ତ୍ତମାନ ସିବିଏସଇ ୱେବସାଇଟରେ ରେଜଲ୍ଟ…

ଟେଷ୍ଟରୁ ବିଦାୟ ନେବା ପରେ ବୃନ୍ଦାବନ ଗଲେ ବିରାଟ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟ୍ ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି ସୋମବାର ଟେଷ୍ଟ ଫର୍ମାଟରୁ ଅବସର ନେଇଛନ୍ତି  । ଆଉ ଅବସର ନେବାର ଠିକ୍ ପରେ ଅର୍ଥାତ୍ ଆଜି, ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ସେ ବୃନ୍ଦାବନ ଧାମ ଯାତ୍ରା କରି । ସେଠି ​ସେମାନଙ୍କର ଆଧ୍ୟାତ୍ମିକ…

ଆତଙ୍କବାଦୀ ମାସୁଦ ଆଝାରକୁ ୧୪ କୋଟି ଦେବ ପାକିସ୍ତାନ 

କରାଚି: ପାକିସ୍ତାନ ସରକାର ଅଣ୍ଡରଗ୍ରାଉଣ୍ଡ ଆତଙ୍କବାଦୀ ମାସୁଦ ଆଝାରକୁ ୧୪ କୋଟି ଟଙ୍କା ଦେବାକୁ ପ୍ରସ୍ତୁତ ହେଉଛି। ସୂଚନା ଅନୁଯାୟୀ, ପାକିସ୍ତାନ ସରକାର ଘୋଷଣା କରିଛନ୍ତି ଯେ ଅପରେସନ ସିନ୍ଦୁରରେ ନିହତ ସମସ୍ତ ଆତଙ୍କବାଦୀଙ୍କ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦିଆଯିବ।…

କୋହଲିଙ୍କୁ ବହୁତ ଥର ଭେଟିଛନ୍ତି କହିଲେ ପୁଅରୁ ଝିଅ ହୋଇଥିବା ଅନାୟା ବାଙ୍ଗର

ନୂଆଦିଲ୍ଲୀ: ବିରାଟ କୋହଲି ଟେଷ୍ଟରୁ ଅବସର ନେବା ବିଶ୍ୱ କ୍ରିକେଟକୁ ଚକିତ କରି ଦେଇଛି । କୋହଲିଙ୍କ ସହ ସମ୍ପର୍କକୁ ନେଇ ଅନେକ ଖେଳାଳି ସ୍ମତିଚାରଣ କରୁଛନ୍ତି । ଏହା ମଧ୍ୟରେ କ୍ରିକେଟର ସଞ୍ଜୟ ବାଙ୍ଗରଙ୍କ ଝିଅ ଅନାୟା କହିଛନ୍ତି, ସେ ଅନେକ ଥର କୋହଲିଙ୍କୁ ଭେଟିଛନ୍ତି । ବାଙ୍ଗରଙ୍ଗ ସହ କୋହଲି…

ଆଗୁଆ ଆଣ୍ଡାମାନ ଛୁଇଁଲା ମୌସୁମୀ

ନୂଆଦିଲ୍ଲୀ: ଆଗୁଆ ଆଣ୍ଡାମାନ ଛୁଇଁଲା ମୌସୁମୀ । ଅସହ୍ୟ ଗରମ ଓ ଗୁଳୁଗୁଳି ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର ଛୁଇଁଛି । ଆଣ୍ଡାମାନ ସାଗରରେ ପାଦ ଥାପିବା ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର, ନିକୋବର ଦ୍ବୀପ ଏବଂ ଉତ୍ତର…