ଶ୍ରୀ ଭାଗବତ ସାର ୧୨୦: ଦ୍ୱାପର ଯୁଗରେ ପରାଶର ମହର୍ଷିଙ୍କ ତେଜ ଓ ସତ୍ୟବତୀଙ୍କ ଗର୍ଭ ଆଧାର କରି ବିଷ୍ଣୁ ଅଂଶୀ ବ୍ୟାସଦେବ…
ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସସୁଦେବାୟ। ଶ୍ରୀମଦ ଭାଗବତରେ ବର୍ଣିତ ସମସ୍ତ କାହାଣୀ ଭିତରେ ଏକ ଅନ୍ତର୍ନିହିତ ତତ୍ୱ ରହିଥାଏ। ଆଜି ଜାଣିବା ମହର୍ଷି ପରାଶର ଓ ସତ୍ୟବତୀଙ୍କ କାହାଣୀର ତତ୍ୱ କଣ। ଜଣେ ଜ୍ଞାନୀ ତେଜସ୍ୱୀ ଓ ତପନିଷ୍ଠ ତପସ୍ବୀଙ୍କ ଆଗମନ ଦେଖି ଧୀବର ଅତ୍ୟନ୍ତ…