Latest Odisha News

BREAKING NEWS

ଡିଆରଡିଓ ଏବଂ ନୌସେନା ପକ୍ଷରୁ ଏମଆଇଜିଏମ୍‌ର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଡିଆରଡିଓ ଏବଂ ନୌସେନା ପକ୍ଷରୁ ଏମଆଇଜିଏମ୍‌ର ସଫଳ ପରୀକ୍ଷଣ। MIGM ହେଉଛି ଅଣ୍ଡର ୱାଟର ମାଇନ୍‌। ସମୁଦ୍ର ଗର୍ଭରେ ନୌସେନାର ଶକ୍ତିକୁ ବୃଦ୍ଧି କରିବ ଏମଆଇଜିଏମ୍। ଭାରତ ନିରନ୍ତର ଏହାର ପ୍ରତିରକ୍ଷା କ୍ଷମତା ବୃଦ୍ଧି କରୁଛି। ଭାରତୀୟ ନୌସେନା ମଧ୍ୟ ଦିନକୁ ଦିନ ନିଜର ଶକ୍ତି…

ଅଶୋକ କୁମାର ପଣ୍ଡା ସେଲର ନୂଆ ଫାଇନାନ୍ସ ନିର୍ଦ୍ଦେଶକ 

ଭୁବନେଶ୍ୱର: ଅଶୋକ କୁମାର ପଣ୍ଡା ସେଲ୍‌ର ଫାଇନାନ୍ସ ବିଭାଗ ର ନୂଆ ନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କରିଛନ୍ତି। ଏନେଇ ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ ପକ୍ଷରୁ କୁହାଯାଇଛି। ସେ ତାଙ୍କର ଆର୍ଥିକ ଏବଂ ବୈଷୟିକ ଜ୍ଞାନ ଓ ସକ୍ରିୟ ଆଭିମୁଖ୍ୟ ପାଇଁ ଅନେକ କ୍ଷେତ୍ରରେ ସମ୍ମାନିତ ମଧ୍ୟ…

କେନ୍ଦୁଝରରେ ହେବ ୧୧୫୫ କୋଟି ଟଙ୍କାର ପ୍ରକଳ୍ପ

ଭୁବନେଶ୍ୱର: ମହାନ ବିପ୍ଳବୀ ଧରଣୀଧର ନାଏକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଆଜି ତାଙ୍କ ଜନ୍ମଭୂମି କେନ୍ଦୁଝର ଜିଲ୍ଲାର କୁସୁମିତା ଠାରେ ମହାସମାରୋହରେ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୦ କୋଟି ଟଙ୍କା ବ୍ୟୟ ବରାଦରେ କୁସୁମୀତା ଠାରେ ସ୍ମୃତି ସଂଗ୍ରହାଳୟ ଓ…

ସିଙ୍ଗାପୁରରେ ଫାଇବ୍ ଷ୍ଟାର ଓଲିଉଡ ମହୋତ୍ସବ: ବିଶ୍ଵ ଦରବାରରେ ପରିଚିତ ହେବ ଓଡ଼ିଆ ସିନେମାର ପାରଦର୍ଶିତା

ଭୁବନେଶ୍ବର: ସିଙ୍ଗାପୁରଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ଫାଇବ ଷ୍ଟାର ଓଲିଉଡ ପୁରସ୍କାରକୁ କେନ୍ଦ୍ର କରି ଜୋରଦାର ପ୍ରସ୍ତୁତି ପର୍ବ ଚାଲିଥିବା ଲକ୍ଷ୍ଯ କରାଯାଉଛି। ଓଡ଼ିଆ ଚଳଚ୍ଚିତ୍ର ଇତିହାସରେ ଦ୍ଵିତୀୟ ଥର ପାଇଁ ଦେଶ ବାହାରେ ଆର.ଆର ଇଭେଣ୍ଟସ ଏଣ୍ଡ ସିନେ ପ୍ରଡକ୍ସନ (ଆର.ଆର.ଇ.ସି.ପି.)…

ଏପ୍ରିଲ୍ ୨୭ରେ ହୋଇଥିବା ପରୀକ୍ଷା ବାତିଲ; ନୂଆ ତାରିଖ ଘୋଷଣା କଲା ଓଏସଏସସି 

ଭୁବନେଶ୍ୱର: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଏପ୍ରିଲ ୨୭ ତାରିଖରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପଦବୀ ପାଇଁ କମ୍ବାଇଣ୍ଡ ନିଯୁକ୍ତି ପରୀକ୍ଷା (ଲିଖିତ) ବାତିଲ କରିଛି। ପ୍ରଶ୍ନପତ୍ରରେ ଏକ ବଡ଼ ତ୍ରୁଟି ଚିହ୍ନଟ ହେବା ପରେ ଓଏସଏସସି ଦ୍ୱାରା ପରୀକ୍ଷା ବାତିଲ କରାଯାଇଥିଲା। ସୂଚନା…

ଟିମ ଇଣ୍ଡିଆର ଭବିଷ୍ୟତ ଅଧିନାୟକ: ସୁଯୋଗ ହାତଛଡା କଲେ ପନ୍ତ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ସବୁଠାରୁ ଦାମୀ ଖେଳାଳି ରିଷଭ ପନ୍ତଙ୍କ ପ୍ରଦର୍ଶନ ସମସ୍ତଙ୍କୁ ନିରାଶ କରିଛି । ପନ୍ତଙ୍କ ପାଇଁ ଏହି ଆଇପିଏଲ ଅନେକ ଦିଗରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ମାତ୍ର ସବୁ ସୁଯୋଗ ସେ ହାଥଛଡା କରିଛନ୍ତି । ଭାରତୀୟ କ୍ରିକେଟ ଟିମ ଏବେ ଭବିଷ୍ୟତ ପାଇଁ ଯୁବ ଅଧିନାୟକ ଖୋଜୁଛି…

ହଠାତ୍ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପହଞ୍ଚିଲେ ରାହୁଲ ଗାନ୍ଧି, ହେଉଛି ବଡ଼ ଆଲୋଚନା

ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ)ର ନୂଆ ମୁଖ୍ୟଙ୍କ ନିଯୁକ୍ତି ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି କ୍ରମରେ ଲୋକସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମଓ)ରେ ପହଞ୍ଚିଛନ୍ତି। ସୂଚନା ଅନୁଯାୟୀ, ସିବିଆଇ ମୁଖ୍ୟ ଚୟନ ପାଇଁ ଗଠିତ…

ଆସନ୍ତା ୭ରେ ଗୃହ ମନ୍ତ୍ରାଳୟ ପକ୍ଷରୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ

ଭୁବନେଶ୍ୱର: ଭାରତ-ପାକିସ୍ତାନ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ଦିଲ୍ଲୀରୁ ଆସୁଛି ବଡ ଖବର। ଗୃହ ମନ୍ତ୍ରାଳୟ ପକ୍ଷରୁ ସବୁ ରାଜ୍ୟକୁ ମକ୍‌ ଡ୍ରିଲ୍‌ ନିର୍ଦ୍ଦେଶ ଜାରି ହୋଇଛି। ସାମରିକ ସୁରକ୍ଷା ସୁନିଶ୍ଚିତ କରିବାକୁ ମକ୍‌ ଡ୍ରିଲ୍ କରିବାକୁ‌ ପରାମର୍ଶ ଦିଆଯାଇଛି। ଶତ୍ରୁ ଆକ୍ରମଣ…

ଆଇପିଏଲରେ ଖେଳିବା ପାଇଁ ରାବାଡାଙ୍କୁ ମିଳିଲା ଅନୁମତି

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାର ପେସ ବୋଲର କାଗିସୋ ରାବାଡାଙ୍କୁ ଆଇପିଏଲରେ ଖେଳିବା ପାଇଁ ଅନୁମତି ମିଳିଛି । ଗୁଜରାଟ ଟାଇଟାନ୍ସର ଏହି ଷ୍ଟାର ଖେଳାଳି ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ମ୍ୟାଚ ଖେଳିବା ନିଶ୍ଚିତ ହୋଇଛି । ୩୦ ବର୍ଷୀୟ ରାବାଡାଙ୍କୁ ନିଷିଦ୍ଧ ଡ୍ରଗ୍ସ ସେବନ କରିବା ନେଇ ସାମୟିକ…

ପହଲଗାମ ଆକ୍ରମଣ; ମୋଦିଙ୍କ ସମର୍ଥନ କଲେ ପୁଟିନ

ନୂଆଦିଲ୍ଲୀ: ଏପ୍ରିଲ ୨୨ରେ ହୋଇଥିବା ପହଲଗାମ ଆତଙ୍କ ଆକ୍ରମଣକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କଡା ନିନ୍ଦା କରିଛନ୍ତି। ଏପରିକି ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ କରି ସମବେଦନା ମଧ୍ୟ ଜଣାଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ…