ଇତିହାସ ପାଲଟିବ ସ୍କାଇପ୍, ଆଜିଠୁ ସେବା ବନ୍ଦ
ନୂଆଦିଲ୍ଲୀ: ଏକଦା ଭିଡିଓ କନଫରେନ୍ସିଂ ସେବା ପାଇଁ ପ୍ରସିଦ୍ଧ ସ୍କାଇପ୍ ସର୍ଭିସ ଏବେ ବନ୍ଦ ହେବାକୁ ଯାଉଛି। ସାରା ବିଶ୍ୱରେ ଅନଲାଇନ୍ କଲିଂ ଏବଂ ଭିଡିଓ ଚାଟିଂର ଭରସା ପାଲଟିଥିବା ସ୍କାଇପ୍ ଆଜି ଅର୍ଥାତ୍ ୫ ମଇ, ୨୦୨୫ରେ ଆନୁଷ୍ଠାନିକ ଭାବରେ ବନ୍ଦ ହେଉଛି।
ପ୍ରାୟ ଦୁଇ ଦଶନ୍ଧି ଧରି…