Latest Odisha News

BREAKING NEWS

ଗିରଫ ପରେ ବିଜେଡିରୁ ବିଦା ହେଲେ ଅମରେଶ

ଭୁବନେଶ୍ବର: ଯୌନ ନିର୍ଯାତନା ଅଭିଯୋଗରେ ଗିରଫ ହେବା ସଙ୍ଗେ ସଙ୍ଗେ ଦଳରୁ ବହିଷ୍କୃତ ହେଲେ ପୂର୍ବତନ ବିଜେଡି କର୍ପୋରେଟର ଅମରେଶ ଜେନା । ଗତକାଲି ତାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆସିବା ପରେ ଆଜି ତାଙ୍କୁ ବାଲେଶ୍ବରରୁ ବାନ୍ଧିଛି କମିଶନରେଟ ପୋଲିସ୍ । ଏହାପରେ ଦଳର ସୁପ୍ରିମୋ ନବୀନ…

ମୋଦିଙ୍କ ମନ କି ବାତ୍: କେନ୍ଦୁଝର ସଂକୀର୍ତ୍ତନ ମଣ୍ଡଳୀଠୁ ଆରମ୍ଭ କରି ମୟୂରଭଞ୍ଜର ସାନ୍ତାଳୀ ଶାଢୀ….କ’ଣ କହିଲେ…

ନୂଆଦିଲ୍ଲୀ/ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ମୋଦି ଆଜି 'ମନ କି ବାତ'ର ୧୨୪ତମ ଏପିସୋଡ୍ ମାଧ୍ୟମରେ ଦେଶବାସୀଙ୍କୁ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ଦେଶବାସୀଙ୍କ ସମ୍ମୁଖରେ ବିଭିନ୍ନ ପ୍ରସଙ୍ଗ ନେଇ ମୋଦି ନିଜର ମତ ରଖିଥିବା ବେଳେ ଏଥିରେ ଓଡିଶାର କେନ୍ଦୁଝର ଜିଲ୍ଲାର ସଂକୀର୍ତ୍ତନ ମଣ୍ଡଳୀ ଏବଂ…

ଏନଡିଏର ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ବିରୋଧ କରିବ କି ବିଜେଡି?, କେତେ ପ୍ରଭାବୀ ହେବ ଏହି ପଦକ୍ଷେପ….

ନୂଆଦିଲ୍ଲୀ/ଭୁବନେଶ୍ବର: ବର୍ତ୍ତମାନ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରକ୍ରିୟା ଚାଲିଛି । ଯାହା ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ଶେଷ କରିବାକୁ ସମୟସୀମା ରହିଛି । ଚର୍ଚ୍ଚା ହେଉଛି, ଏଥର କେନ୍ଦ୍ର ସରକାର ସହଯୋଗୀ ଦଳ ନୁହେଁ, ବିଜେପିରୁ ହିଁ ଉପରାଷ୍ଟ୍ରପତି ଚୟନ କରିବେ । ଯାହାକୁ ନେଇ…

ମନସା ଦେବୀ ମନ୍ଦିରରେ ଦଳାଚକଟା ; ଗୁଜବ ଖବର ଯୋଗୁଁ ଚାଲିଗଲା ୬ ଜୀବନ, ଅନେକ ଆହତ

ଡେରାଡୁନ: ହରିଦ୍ୱାରରେ ମା ମନସା ଦେବୀ ମନ୍ଦିରରେ ଅଘଟଣ । ସକାଳ ପ୍ରାୟ ୮:୫୦ ସମୟରେ ମନସା ଦେବୀ ମନ୍ଦିରରେ ଦଳାଚକଟା ହୋଇଥିଲା। ଘଟଣା ସମୟରେ ଶହ ଶହ ଭକ୍ତ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଏପର୍ଯ୍ୟନ୍ତ ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନେକ ଲୋକ…

ସଫେଇ କର୍ମଚାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଭେଟି: ଗଠନ ହେବ ରାଜ୍ୟ ସଫେଇ କର୍ମଚାରୀ କମିଶନ…..

ପାଟନା: ବିହାରରେ ନିର୍ବାଚନ ପୂର୍ବରୁ, ଏବେ ମୁଖ୍ୟମନ୍ତ୍ରୀ ଜନତାଙ୍କ ଉପରେ ଉପହାରର ବର୍ଷା କରିଥିବା ବେଳେ ଏବେ ଆଉ ଏକ ବଡ଼ ଘୋଷଣା କରିଛନ୍ତି। ସେ ରାଜ୍ୟରେ ବିହାର ରାଜ୍ୟ ସଫେଇ କର୍ମଚାରୀ କମିଶନ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି କମିଶନର କାମ ହେବ ସଫେଇ କର୍ମଚାରୀଙ୍କ ସହ ଜଡିତ…

ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦର ବନ୍ୟାଜଳ; ଅପ୍ ଷ୍ଟ୍ରିମର ଜଳସ୍ତର ୮୬.୭୦ ଫୁଟ୍

କଟକ:ମୁଣ୍ଡଳୀରେ ପହଞ୍ଚିଲା ହୀରାକୁଦ ଡ୍ୟାମର ବନ୍ୟା ଜଳ । ଏବେ ୪ ଲକ୍ଷ ୨୦ ହଜାର ୮୨୪ କ୍ୟୁସେକ ଜଳ ପ୍ରବାହିତ ହେଉଛି । ମୁଣ୍ଡଳୀ ଅପ୍ ଷ୍ଟ୍ରିମର ଜଳସ୍ତର ୮୬.୭୦ ଫୁଟ୍ ରହିଛି ଓ ଡାଉନ୍ ଷ୍ଟ୍ରିମର ଜଳସ୍ତର ୮୩.୮୦ ଫୁଟ୍ ଅଛି । ଏହା ସନ୍ଧ୍ୟା ସୁଦ୍ଧା ପାଞ୍ଚ ଲକ୍ଷରୁ ଅଧିକ କ୍ୟୁସେକ ହେବା ନେଇ…

କାମ୍ବୋଡିଆ-ଥାଇଲାଣ୍ଡ ଯୁଦ୍ଧରେ ଟ୍ରମ୍ପଙ୍କ ଏଣ୍ଟ୍ରି…କହିଲେ ହେବ ଅସ୍ତ୍ରବିରତି….

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ମଧ୍ୟସ୍ଥି ପାଇଁ ଲମ୍ଫ ଦେଇଛନ୍ତି । କାମ୍ବୋଡିଆର ପ୍ରଧାନମନ୍ତ୍ରୀ ଏବଂ ଥାଇଲାଣ୍ଡର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇ ତୁରନ୍ତ ଦୁଇ ଦେଶ ମଧ୍ୟରେ ଚାଲିଥିବା ଉତ୍ତେଜନାରେ ବିରାମ ପକାଇବାକୁ ଅନୁରୋଧ କରିଛନ୍ତି ।…

ବୋଇଂ ବିମାନର ଲ୍ୟାଣ୍ଡିଂ ଗିୟରରେ ଲାଗିଗଲା ନିଆଁ, ଅଳ୍ପକେ ବଞ୍ଚିଗଲେ ୧୭୯ ଯାତ୍ରୀ

ନୂଆଦିଲ୍ଲୀ:ଆମେରିକାରେ ଏକ ବଡ଼ ବିମାନ ଦୁର୍ଘଟଣା ଟଳିଯାଇଛି । ଶନିବାର ଦିନ ଆମେରିକାରେ ଡେନଭର ବିମାନବନ୍ଦରରେ ବିମାନରେ ଲାଗିଲା ନିଆଁ। ସୂଚନା ଅନୁଯାୟୀ, ଆମେରିକାର ଡେନଭର ବିମାନବନ୍ଦରରେ ଉଡ଼ାଣ ପୂର୍ବରୁ ଏକ ଯାତ୍ରୀବାହୀ ବିମାନର ଲ୍ୟାଣ୍ଡିଂ ଗିୟରରେ ସମସ୍ୟା ଦେଖାଦେଇଥିଲା। ଯାହା ଫଳରେ…

ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ;ଯୁବକ ଅଟକ

ବାଲେଶ୍ବର: ବାଲେଶ୍ଵର ଫକୀର ମୋହନ ବିଶ୍ବବିଦ୍ୟାଳୟର ଆସିଷ୍ଟାଣ୍ଟ ପ୍ରଫେସରଙ୍କ ପତ୍ନୀଙ୍କୁ ଦୁଷ୍କର୍ମ ଉଦ୍ୟମ । କ୍ୟାମ୍ପସ କ୍ବାର୍ଟର୍ସରେ ଏକା ଥିବାର ସୁଯୋଗ ନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆସିଛି । ଆସିଷ୍ଟାଣ୍ଟ ପ୍ରଫେସରଙ୍କ ସ୍ତ୍ରୀ ଶନିବାର ରେମୁଣା ଥାନାରେ ଅଭିଯୋଗ କରିବା ପରେ ନୀଳଗିରି…