ଆଡିସନାଲ୍ ଷ୍ଟାଣ୍ଡିଂ କାଉନସେଲ୍ ସମରେଶ ଜେନାଙ୍କ ନିଯୁକ୍ତି ରଦ୍ଦ
ଭୁବନେଶ୍ୱର: ଓଡ଼ିଶା ସରକାର ଶନିବାର ଦିନ ଆଡଭୋକେଟ୍ ଜେନେରାଲଙ୍କ କାର୍ଯ୍ୟାଳୟରେ ଆଡିସନାଲ୍ ଷ୍ଟାଣ୍ଡିଂ କାଉନସେଲ୍ ଭାବରେ ସମରେଶ ଜେନାଙ୍କ ନିଯୁକ୍ତିକୁ ତୁରନ୍ତ ବାତିଲ କରିଛନ୍ତି।
ସମରେଶ ଜେନାଙ୍କୁ ଅକ୍ଟୋବର ୨୧, ୨୦୨୪ରେ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲା। ଓଡିଶାର ଆଡଭୋକେଟ୍…