Latest Odisha News

BREAKING NEWS

ମାତିଛନ୍ତି ସାଇବର ଠକ; ରଥଯାତ୍ରା ପାଇଁ ହୋଟେଲ୍ ବୁକ୍ କରୁଥିଲେ ଏହି ୱେବସାଇଟରୁ ଦୂରେଇ ରୁହନ୍ତୁ… 

ଭୁବନେଶ୍ୱର: ଜୁନ୍ ୨୭ ରଥଯାତ୍ରା ପୂର୍ବରୁ ପୁରୀରେ ହୋଟେଲ୍ ରୁମ୍ ଚାହିଦା ବୃଦ୍ଧି ପାଉଥିବାବେଳେ କ୍ରାଇମ୍ ବ୍ରାଞ୍ଚ ବୁଧବାର ଦିନ ଜନସାଧାରଣଙ୍କୁ ଅନଲାଇନ୍ ବୁକିଂ ଠକେଇ ନେଇ ସତର୍କତା ଜାରି କରିଛି। ବିଶେଷକରି ପୁରୀ, ଭୁବନେଶ୍ୱର ଏବଂ କଟକ ଯାଉଥିବା ତୀର୍ଥଯାତ୍ରୀ ଏବଂ ପର୍ଯ୍ୟଟକଙ୍କୁ…

ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତିଙ୍କ ପରଲୋକ

ଭୁବନେଶ୍ବର: ପରଲୋକରେ ବରିଷ୍ଠ ଅଭିନେତା ତଥା ନିର୍ଦ୍ଦେଶକ ନାରାୟଣ ପତି । ମୁଣ୍ଡରେ ଆଘାତ ଲାଗିବା କାରଣରୁ ହଠାତ୍ ଆଜି ଆକସ୍ମିକ ଭାବେ ତାଙ୍କର ପରଲୋକ ଘଟିଛି । ସେ ପ୍ରଥମେ ଓଡ଼ିଆ ସିନେମା ‘ସମର ସଲିମ୍ ସାଇମନ୍’ରେ ଅଭିନୟ କରିଥିଲେ । ଏହି ସିନେମାର ଗୀତ ପାଇଁ ବେଶ ଚର୍ଚ୍ଚାରେ ରହିଥିଲା…

ସୁଦୂର ଫ୍ରାନ୍ସକୁ ଗଲା ସୁନ୍ଦରଗଡ ଆମ୍ବ

ସୁନ୍ଦରଗଡ:ଓଡ଼ିଶାର କୃଷି କ୍ଷେତ୍ର ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସଫଳତା । ବିଶ୍ବ ବଜାରରେ ପହଞ୍ଚିବ ଓଡ଼ିଶାର କୃଷି ଉତ୍ପାଦ । ସୁନ୍ଦରଗଡ ଆମ୍ବ ସୁଦୂର ଫ୍ରାନ୍ସକୁ ରପ୍ତାନୀ କରାଯାଇଛି । ଲେଫ୍ରିପଡା ବ୍ଲକରୁ ୧୮କ୍ବିଣ୍ଟାଲ ଆମ୍ରପାଲି ପ୍ରଜାତିର ଆମ୍ବ ଫ୍ରାନ୍ସକୁ ପଠାଯାଇଛି । ଜିଲ୍ଲା…

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା-ଟମାଟୋ ମାଡ଼ ଅଭିଯୋଗ, ପୋଲିସର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନ ଘେରାଉ ବେଳେ ଅଣ୍ଡା, ଟମାଟୋ ମାଡ଼ ଅଭିଯୋଗ ହୋଇଛି । କଂଗ୍ରେସ କର୍ମୀମାନେ ବୁଧବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଥିଲେ । ନାରୀ ନିର୍ଯାତନା ଅଭିଯୋଗ ଆଣିବା ସହ ଓଡ଼ିଆ ଅସ୍ମିତା କେଉଁଆଡ଼େ ଗଲା ବୋଲି ନାରାବାଜି କରିଥିଲେ ଯୁବ…

ମୁମ୍ବାଇରେ ନବୀନଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତା

ଭୁବନେଶ୍ୱର: ମୁମ୍ବାଇର କୋକିଳାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିଲେ ବିଜେଡିର ବରିଷ୍ଠ ନେତାମାନେ। ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ବିଜେଡିର ବରିଷ୍ଠ ନେତା ପ୍ରଣବ ପ୍ରକାଶ ଦାସ, ପୂର୍ବତନ…

ଗ୍ରାହକଙ୍କୁ ଆଶ୍ୱସ୍ତି; କମିଲା ସୁନା ଦର, ଜାଣନ୍ତୁ କେତେ…

ଭୁବନେଶ୍ୱର: ଗ୍ରାହକଙ୍କୁ ସାମାନ୍ୟ ଆଶ୍ବସ୍ତି । କିଛି ଦିନ ହେବ ଲଗାତାର ହ୍ରାସ ପାଉଥିବା ସୁନା ଦର ପୁଣି ଆଜି ହ୍ରାସ ପାଇଛି । ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର ଆଣିଦେଇଛି । ପୂର୍ବରୁ ସୁନା ଦର ୧ ଲକ୍ଷ ଟଙ୍କା ଅତିକ୍ରମ କରିଥିବା ବେଳେ ଏଥିରେ ୨ ହଜାର ଟଙ୍କା ଦାମ୍‌ କମିଛି । ତେବେ…

ଗୋପାଳପୁର ଗଣଦୁଷ୍କର୍ମ ମାମଲା; କ୍ରାଇମସିନ ରିକ୍ରିଏଟ କରିପାରେ ସିବି

ବ୍ରହ୍ମପୁର: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଛଅ ଜଣ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ନେଇଥିବା କ୍ରାଇମବ୍ରାଞ୍ଚ (ସିବି) ବୁଧବାର ଦିନ କ୍ରାଇମସିନ ରିକ୍ରିଏଟ କରିପାରେ। ସୋମବାର କୋର୍ଟ ଅଭିଯୁକ୍ତମାନଙ୍କୁ ୨ ଦିନିଆ ରିମାଣ୍ଡରେ ନେବାକୁ ମଞ୍ଜୁର କରିଛନ୍ତି। ସେମାନେ ହେଲେ…

ଶୁଭାଂଶୁ ଶୁକ୍ଳାଙ୍କ ମହାକାଶ ଯାତ୍ରା ନେଇ ରୋଚକ କଥା

ନୂଆଦିଲ୍ଲୀ: ଲଞ୍ଚ ହୋଇଛି ଆକ୍ସିଅମ୍-୪ ମିଶନ । ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ  ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଭାରତୀୟ ସମୟ ଦିନ ୧୨ଟା ୧ରେ ଆକ୍ସିଅମ୍-୪ ମିଶନ…

ହ୍ବାଇଟ୍ ହାଉସର ସିଚୁଏସନ୍ ରୁମ୍…ଏଇଠୁ ବିଶ୍ବ ଉପରେ ନଜର

ନୂଆଦିଲ୍ଲୀ: ହ୍ବାଇଟ୍ ହାଉସର ସିଚୁଏସନ୍ ରୁମରେ ବସି ସାରା ବିଶ୍ବ ଉପରେ ନଜର ରଖନ୍ତି ଆମେରିକା ରାଷ୍ଟ୍ରପତି । ଏଇଠି ପହଞ୍ଚେ ସାରା ଦୁନିଆର ଗୁଇନ୍ଦା ସୂଚନା । ଆତଙ୍କବାଦୀ ଆକ୍ରମଣ ହେଉ କି ଯୁଦ୍ଧ, ସୂଚନା ମିଳିବା ମାତ୍ରେ ଏଠାରୁ ନିଆଯାଏ ନିଷ୍ପତ୍ତି । ଓସାମା ବିନ ଲାଦେନକୁ ମାରିବାକୁ ଯୋଜନା…

୨୦ ଟଙ୍କିଆ ପାଣି ବୋତଲ ପ୍ରକୃତରେ ମିନେରାଲ୍ ୱାଟର ନା ଟ୍ୟାପ୍ ୱାଟର! ଜାଣିବେ କିପରି ?

ନୂଆଦିଲ୍ଲୀ: ଯେତେବେଳେ ଆମେ ବାହାରୁ କୌଣସି ଜିନିଷ କିଣୁ, ଆମେ ନିଶ୍ଚିତ ଭାବରେ ତାହା ଯାଞ୍ଚ କରୁ। କିନ୍ତୁ ପାଣି ବୋତଲ କିଣିବା ସମୟରେ ଆମେ ଯାଞ୍ଚ କରୁ କି? ଏହି ପିଇବା ପାଣିରେ ଶୁଦ୍ଧତା ଅଛି ନା ଆମେ ଦୂଷିତ ଜଳ ପିଉଛେ? ବୋତଲରେ ପାଣିର ଗୁଣବତ୍ତା କିପରି ଯାଞ୍ଚ କରିବେ ଆସନ୍ତୁ ଜାଣିବା।…