Amazon କରିବ ଲ୍ୟାବ୍ ଟେଷ୍ଟ, ୬୦ ମିନିଟରେ ସଂଗ୍ରହ କରିବ ଆପଣଙ୍କ ରକ୍ତ ନମୁନା
ନୂଆଦିଲ୍ଲୀ:ଏବେ ଆମାଜନ୍ ଆପଣଙ୍କୁ ଘରେ ବସି ଲ୍ୟାବ୍ ଟେଷ୍ଟ କରାଇବାକୁ ସହଜ କରିଦେଇଛି। କମ୍ପାନୀ ଏକ ନୂଆ ସେବା ଆରମ୍ଭ କରିଛି, ଯାହାର ନାମ ହେଉଛି Amazon Diagnostics। ଏହି ସେବା ପ୍ରତିଶ୍ରୁତି ଦେଉଛି ଯେ ବୁକିଂ କରିବାର ୬୦ ମିନିଟ୍ ମଧ୍ୟରେ ଆପଣଙ୍କ ରକ୍ତ ନମୁନା ସଂଗ୍ରହ କରାଯିବ ଏବଂ…