Latest Odisha News

BREAKING NEWS

ସିଆରପିଏଫ୍ ଯବାନଙ୍କ ପାକିସ୍ତାନୀ ପତ୍ନୀଙ୍କୁ ମଧ୍ୟ ଛାଡିବାକୁ ପଡିଲା ଭାରତ; ଅନଲାଇନରେ କରିଥିଲେ ବିବାହ

ନୂଆଦିଲ୍ଲୀ:ଜମ୍ମୁ ଓ କାଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନୀମାନଙ୍କର ଅନେକ ପ୍ରକାରର ଭିସା ବାତିଲ କରାଯାଇଛି । ସେମାନଙ୍କୁ ଏପ୍ରିଲ ୨୯ ସୁଦ୍ଧା ଭାରତ ଛାଡିବାକୁ…

ମୋଦୀଙ୍କ ସହ ମିଟିଂ ପରେ ଆହୁରି ଘାତକ ହୋଉଛନ୍ତି ଭାରତୀୟ ସେନା, ଛାନିଆ ହେଲା ପାକିସ୍ତାନ

ନୂଆଦିଲ୍ଲୀ: ପାକିସ୍ତାନ ଉପରେ କେବେ ଓ କିପରି ଆକ୍ରମଣ ହେବ, ତାହା ଭାରତୀୟ ସେନା ନିଷ୍ପତ୍ତି ନେବ। ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେନାକୁ ଏନେଇ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ତିନି ସେନାର ମୁଖ୍ୟମାନଙ୍କ ସହ ହୋଇଥିବା ବୈଠକରେ ଏହି ବିଷୟ ସାମ୍ନାକୁ ଆସିଛି।…

ପାକିସ୍ତାନ ପ୍ରତିରକ୍ଷାମନ୍ତ୍ରୀଙ୍କୁ ନେଇ ଆମେରିକାର ବଡ଼ ବୟାନ, ପାକରେ ହଲଚଲ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀଙ୍କ ଆମେରିକା ଉପରେ ଅପମାନଜନକ ମନ୍ତବ୍ୟ ଏବଂ ପାକିସ୍ତାନରେ ଲସ୍କର-ଏ-ତୈୟବାର ଅସ୍ତିତ୍ୱକୁ ଅସ୍ୱୀକାର କରିବା ବୟାନ ଉପରେ ଆମେରିକୀୟ ବୈଦେଶିକ ମନ୍ତ୍ରଣାଳୟ ପ୍ରତିକ୍ରିୟା ପ୍ରକାଶ କରିଛି। ମନ୍ତ୍ରଣାଳୟନର ମୁଖପାତ୍ର ଟାମି ବ୍ରୁସ୍ କହିଛନ୍ତି ଯେ…

ଇଂଲଣ୍ଡ ଗସ୍ତ ପାଇଁ ୩୫ଜଣ ଖେଳାଳିଙ୍କ ଶର୍ଟଲିଷ୍ଟ କରିଛି ବିସିସିଆଇ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ କ୍ରିକେଟ ଟିମ ଶୋଚନୀୟ ଭାବେ ପରାଜୟବରଣ କରିଥିଲା । ଏବେ ବିସିସିଆଇ ଆଗାମୀ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଭାବିଚିନ୍ତି ଯୋଜନା ପ୍ରସ୍ତୁତ କରୁଛି । ଟାଇମ୍ସ ଅଫ ଇଣ୍ଡିଆରେ ପ୍ରକାଶିତ ରିପୋର୍ଟ ଅନୁସାରେ ଇଂଲଣ୍ଡ ଗସ୍ତ ପାଇଁ ୩୫ ଜଣିଆ…

ମେ’ ୩ ପରେ ବଢିବ ଦିନର ତାପମାତ୍ରା; ଆଜି ପାଇଁ ଏହି ସବୁ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି

ଭୁବନେଶ୍ବର: ରାଜ୍ୟରେ କାଳ‌ବୈଶାଖୀ ପ୍ରଭାବରେ ପବନ ସାଙ୍ଗକୁ ବିଜୁଳି ଘଡଘଡି ଓ ବର୍ଷା ହୋଇଛି । ତେବେ ଆସନ୍ତା ୪ଦିନ ପର୍ଯ୍ୟନ୍ତ ସର୍ବାଧିକ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ୩ ଦିନ ଅର୍ଥାତ୍ ମେ’ ୩ ତାରିଖ ପରେ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା…

ଅଖିମୁଠି ଅନୁକୂଳ କରି ବିଲରେ ହଳ ବୁଲାଇଲେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଭୁବନେଶ୍ବର: ଆଜି ପବିତ୍ର ଅକ୍ଷୟ ତୃତୀୟା ଅବସରରେ ରାଜଧାନୀର ଓୟୁଏଟି ଫାର୍ମରେ ଅଖିମୁଠି ଅନୁକୂଳ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏଠାରେ ମୁଖ୍ୟମନ୍ତ୍ରୀ ଜମିରେ ବିହନ ବୁଣିବା ସହ ହଳଲଙ୍ଗଳ ଧରି ହଳ ମଧ୍ୟ କରିଛନ୍ତି । ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମୋହନ…

ରାଜଧାନୀ ବିଚ୍‌ ରାସ୍ତାରେ ଜଳିଗଲେ କଲେଜ ଛାତ୍ର

ଭୁବନେଶ୍ବର: ରାଜଧାନୀରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଇମ୍ଫୋଭାଲି ଥାନା ମଦନପୁରର ରାଜ ରାସ୍ତାରେ ଜଳିଗଲେ ଜଣେ ଘରୋଇ କଲେଜ ଛାତ୍ର । ଅର୍ଧଦଗ୍ଧ ଅବସ୍ଥାରେ ଆହତ ଛାତ୍ରଙ୍କୁ କଟକ ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଛାତ୍ର ଜଣକଙ୍କର ପରିଚୟ ସମ୍ବଲପୁରର ପ୍ରଦୀପ ପାଢୀ…

ଭାରତ-ପାକିସ୍ତାନ ଉତ୍ତେଜନା; ଜାତିସଂଘର ଉଦ୍‌ବେଗ ପ୍ରକାଶ

ନୂଆଦିଲ୍ଲୀ: କଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାରେ ଜାତିସଂଘ ପ୍ରବେଶ କରିଛି । ଜାତିସଂଘର ମହାସଚିବ ଏଣ୍ଟୋନିଓ ଗୁଟେରେସ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏବଂ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଶହବାଜ ସରିଫଙ୍କ ସହ ପୃଥକ ଭାବରେ କଥା…

ହୋଟେଲରେ ଅଗ୍ନିକାଣ୍ଡ ୧୪ ମୃତ, ଏକାଧିକ ଗୁରୁତର

କୋଲକାତା: ପଶ୍ଚିମବଙ୍ଗ ରାଜଧାନୀ କୋଲକତାର ଏକ ହୋଟେଲ୍‌ରେ ଭୟଙ୍କର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡରେ ୧୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଏକାଧିକ ଗୁରୁତର ହୋଇଥିବା ସୂଚନା ରହିଛି । ଅନେକ ଲୋକ ହୋଟେଲ୍‌ ଭିତରେ ଫସିଥିବା ଆଶଙ୍କା ଥିବାବେଳେ ଘଟଣାସ୍ଥଳରେ ରେସ୍‌କ୍ୟୁ ଅପରେସନ୍ ଜାରି ରହିଛି । ତେବେ…

ବିଶାଖାପାଟନମରେ ନରସିଂହ ସ୍ୱାମୀ ମନ୍ଦିରର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଗୁରୁତର

ବିଶାଖାପାଟନମ୍: ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ବଡ଼ ଅଘଟଣ । ବରାହଲକ୍ଷ୍ମୀ ନରସିଂହ ସ୍ବାମୀ ମନ୍ଦିରରେ ଚନ୍ଦନ ଉତ୍ସବ ଚାଲିଥିବା ବେଳେ ଭୁଷୁଡି ପଡିଲା କାନ୍ଥ । ଏଥିରେ ୭ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡକାଲରେ ଭର୍ତ୍ତି କରାଯାଇଛି…