ଘରୋଇ ବ୍ୟାଙ୍କ ସହ ନେଣଦେଣ ନେଇ ସ୍ପଷ୍ଟୀକରଣ ଦେଲେ ସରକାର
ଭୁବନେଶ୍ୱର: ଗତ କିଛି ବର୍ଷ ଧରି ଖରାପ ପ୍ରଦର୍ଶନ ପାଇଁ ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କ - ଏଚ୍ ଡି ଏଫ୍ ସି ବ୍ୟାଙ୍କ, ଆଇ ସି ଆଇ ସି ଆଇ ବ୍ୟାଙ୍କ ଏବଂ ଆକ୍ସିସ୍ ବ୍ୟାଙ୍କକୁ ସରକାରୀ ନେଣଦେଣ ପାଇଁ ତାଲିକାରୁ ବାଦ ଦିଆଯାଇଥିବା ନେଇ ଓଡ଼ିଶା ସରକାର ବିଜ୍ଞପ୍ତି ଜାରି କରିଥିଲେ। ତେବେ ଏନେଇ…