୧.୫ ବିଲିୟନ ଡଲାରର IPO ଆଣିବ PhonePe !
ନୂଆଦିଲ୍ଲୀ:ଦେଶର ସର୍ବବୃହତ ଡିଜିଟାଲ ପେମେଣ୍ଟ ପ୍ରଦାନକାରୀ ଫିନଟେକ୍ କମ୍ପାନୀ ଫୋନପେ ଭାରତରେ IPO ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି। ଏଥିପାଇଁ କମ୍ପାନୀ ଅଗଷ୍ଟରେ SEBI ନିକଟରେ ପ୍ରାଥମିକ ଡକ୍ୟୁମେଣ୍ଟ ଦାଖଲ କରିବ।
ରିପୋର୍ଟ ଅନୁସାରେ, କମ୍ପାନୀ ଏହି ଇସ୍ୟୁ ମାଧ୍ୟମରେ ୧.୫ ବିଲିୟନ…