ପ୍ରଥମ ଗଲ୍ଫ ଦେଶ ଭାବେ ଓମାନରେ ଆୟକର ଲାଗୁ
ଦୁବାଇ: ଗଲ୍ଫ ଦେଶ ମଧ୍ୟରେ ଓମାନ ପ୍ରଥମ ଦେଶ ଭାବେ ଦେଶରେ ଆୟକର ଲାଗୁ କରିବା ନେଇ ଘୋଷଣା କରିଛି। ବର୍ତ୍ତମାନ ଉପସାଗରୀୟ ଦେଶ ମାନଙ୍କରେ ଶ୍ରମିକ ଏବଂ ଚାକିରିଆଙ୍କ ଉପରେ କୌଣସି ପ୍ରକାରର ଆୟକର ଲାଗୁ କରାଯାଇନାହିଁ।
ତେବେ ଓମାନ ସରକାରଙ୍କ ନୂତନ ଟିକସ ଆଇନ ଅନୁଯାୟୀ ଯେଉଁମାନଙ୍କର…