ବୌଦ୍ଧରେ ଲୁଟ୍ ଉଦ୍ୟମ ବେଳେ ବ୍ୟବସାୟୀଙ୍କ ମୃତ୍ୟୁ
ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଦୁର୍ବୃତ୍ତଙ୍କ ଛୁରାମାଡ଼ରେ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ଘଟିଛି।
ମୃତକଙ୍କ ନାମ ମନୋଜ ପାତ୍ର (୩୮) ବୋଲି ଜଣାପଡିଛି।
ସୂଚନା ଅନୁଯାୟୀ, ସନ୍ଧ୍ୟା ୬ଟା ସମୟରେ ବୌଦ୍ଧ ସହର ବାଇପାସର ଜଗଦୀଶପୁର ଛକ ନିକଟରେ ମନୋଜ ତାଙ୍କ ଘର ନିର୍ମାଣ…