Latest Odisha News

BREAKING NEWS

ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ

ଭୁବନେଶ୍ୱର: ରଦ୍ଦ ହେଲା ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି। ଉତ୍କଳ ବିଶ୍ୱବିଦ୍ୟାଳୟ ଭାରପ୍ରାପ୍ତ କୁଳପତିଙ୍କ ନିଯୁକ୍ତି ରଦ୍ଦ କଲେ ରାଜ୍ୟପାଳ। ଓଡ଼ିଶା ହାଇକୋର୍ଟଙ୍କୁ ଅବଗତ କଲେ ଆଡ଼ଭୋକେଟ୍ ଜେନେରାଲ୍। ଉତ୍କଳ ବିଶ୍ୱବିଦ୍ୟାଳୟରେ ଭାରପ୍ରାପ୍ତ VC ନିଯୁକ୍ତ…

ସୁଧୁରୁଛି ବଳଙ୍ଗା ପୀଡ଼ିତାଙ୍କ ସ୍ୱାସ୍ଥ୍ୟାବସ୍ଥା; କଢାଗଲା ଅକ୍ସିଜେନ ସପୋର୍ଟ ସିଷ୍ଟମ

ଭୁବନେଶ୍ବର: ପୁରୀ ଜିଲ୍ଲା ନିମାପଡା ବ୍ଲକ ବଳଙ୍ଗାରେ ଯୁକ୍ତ ଦୁଇ ଛାତ୍ରୀଙ୍କୁ ତିନି ଜଣ ଦୁର୍ବୁତ୍ତ କିରୋସିନି ଢାଳି ପୋଡିଦେଇଥିବାବେଳେ, ପୀଡିତା ଜଣକ ଅଧିକ ଉନ୍ନତ ଚିକିତ୍ସା ପାଇଁ ଏବେ ଦିଲ୍ଲୀ ସ୍ଥିତ ଅଖିଳ ଭାରତ ଆର୍ୟୁବିଜ୍ଞାନ ସଂସ୍ଥାନ (ଏମ୍ସ) ରେ ଚିକିତ୍ସାଧୀନ ଅଛନ୍ତି । ତେବେ…

ଅଗଷ୍ଟ ୧୫ରେ ଜାତୀୟ ପତାକା ଗାଡ଼ିରେ ଲଗାଇଲେ ହେବ ଜେଲ୍ ! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ:  ସ୍ଵାଧୀନତା ଦିବସ (୧୫ ଅଗଷ୍ଟ) ହେଉ କିମ୍ବା ଗଣତନ୍ତ୍ର ଦିବସ (୨୬ ଜାନୁଆରୀ), ଏହି ଅବସରରେ ଲୋକେ ନିଜ ଘର, ଅଫିସ ଓ ଗାଡ଼ିରେ ଜାତୀୟ ପତାକା ଝଣ୍ଡା ଲଗାଇ ଦେଶଭକ୍ତିର ଉତ୍ସାହ ପ୍ରଦର୍ଶନ କରନ୍ତି। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଝଣ୍ଡା ଫେରାଇବା କିମ୍ବା ଲଗାଇବା ପାଇଁ କିଛି…

ଧନଖଡ଼ଙ୍କ ଇସ୍ତଫା ପରେ କେମିତି ହେବ ନିର୍ବାଚନ? ଜାଣନ୍ତୁ କାହାର ପଲା ଭାରି

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ଙ୍କ ଇସ୍ତଫା ଦେବା ପରେ ଏହି ପଦ ଖାଲି ହୋଇଛି। ଏହି ପଦକୁ ଖାଲି ରଖାଯାଇ ପାରିବ ନାହିଁ, ତେଣୁ ଆଗାମୀ ୬ ମାସ ମଧ୍ୟରେ ଏହା ପାଇଁ ନିର୍ବାଚନ କରାଯିବ। ଏହି ପଦ ପାଇଁ ଅନେକ ନାମ ସାମ୍ନାକୁ ଆସୁଛି। ସଂଖ୍ୟାବଳ ଓ ରାଜନୈତିକ ସମୀକରଣ ଦୃଷ୍ଟିରୁ ସଂସଦର ଉଭୟ…

୪୫ କଏଦୀଙ୍କ ଜେଲ୍‌ ଜୀବନରେ ପଡିଲା ପୂର୍ଣ୍ଣଛେଦ, ଚାରିକାନ୍ଥ ଭିତରୁ ବାହାରି ମୁକ୍ତିର ଆନନ୍ଦ ଚାଖିଲେ

ଭୁବନେଶ୍ବର: କାଲି ଶେଷ ହୋଇଛି ୪୫ କଏଦୀଙ୍କ ଜେଲ ଦଣ୍ଡ । ବିଭିନ୍ନ ହତ୍ୟା ମାମଲାରେ ଜେଲ ଦଣ୍ଡ ଭୋଗୁଥିବା ରାଜ୍ୟର ୨୬ ଜେଲ୍‌ ରୁ ୪୫ଜଣ କଏଦୀଙ୍କୁ ସମ୍ପୂର୍ଣ୍ଣ ମୁକ୍ତି ମିଳିଛି । ସୋମବାର ରାତି ଥିଲା ସେମାନଙ୍କ ପାଇଁ ‌ଜେଲ୍‌ ରେ ଶେଷ ରାତି । ମଙ୍ଗଳବାର ଜେଲ୍‌ ର ଚାରିକାନ୍ଥ ଭିତରୁ ବାହାରି…

ଅଚାନକ ଧୀମା ହୋଇଯାଉଛି ଇଣ୍ଟରନେଟ ସ୍ପିଡ ? ଏମିତି କରନ୍ତୁ ଚୁଟିକରେ ସମାଧାନ ହୋଇଯିବ

ନୂଆଦିଲ୍ଲୀ: ଅନେକ ସମୟରେ ଏମିତି ହୁଏ ଯେ ଆପଣ ଫିଲ୍ମ ଷ୍ଟ୍ରିମ କରୁଛନ୍ତି, ଜୁମ କଲରେ ଯୋଗ ଦେବାକୁ ଚେଷ୍ଟା କରୁଛନ୍ତି କିମ୍ବା ଏକ ଓ୍ଵେବସାଇଟ ଖୋଲୁଛନ୍ତି, କିନ୍ତୁ ହଠାତ୍‌ ଇଣ୍ଟରନେଟର ସ୍ପିଡ ଧୀମା ହୋଇଯାଏ। ଏପରି ସମୟରେ କାହାକୁ ଦୋଷ ଦେବା କିମ୍ବା ରାଗରେ ସର୍ଭିସ ପ୍ରୋଭାଇଡରଙ୍କୁ ଫୋନ…

ଆସନ୍ତାକାଲି ଚିତାଲାଗି ଅମାବାସ୍ୟା, ୪ ଘଣ୍ଟା ଜଗା ଦର୍ଶନ ବନ୍ଦ

ପୁରୀ: ଆସନ୍ତାକାଲି ଚିତାଲାଗି ଅମାବାସ୍ୟା। ୪ ଘଣ୍ଟା ମହାପ୍ରଭୁଙ୍କର ସାଧାରଣ ଦର୍ଶନ ବନ୍ଦ। ଶ୍ରୀବିଗ୍ରହଙ୍କ ଚିତାଲାଗି ନୀତି କାରଣରୁ ସାଧାରଣ ଦର୍ଶନ ବନ୍ଦ। ଅପରାହ୍ଣ ୨ଟା ୩୦ରୁ ସଂଧ୍ୟା ୬ଟା ୩୦ ପର୍ଯ୍ୟନ୍ତ ଦର୍ଶନ ବନ୍ଦ। ଆସନ୍ତାକାଲି ମହାପ୍ରଭୁଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି ହେବ।…

ପୃଥିବୀରେ କେମିତି ସୃଷ୍ଚି ହେଲା ସମୁଦ୍ର, ଜାଣନ୍ତୁ ଏହାର ରୋଚକ ଇତିହାସ

ନୂଆଦିଲ୍ଲୀ: ଯେତେବେଳେ ପୃଥିବୀର ଜନ୍ମ ହେଲା, ତାହା ଥିଲା ଏକ ଜଳୁଥିବା ଗରମ ଗୋଲା, ଯେଉଁଥିରେ ଲାଭା ଓ ଗ୍ୟାସ ଭରପୂର ଥିଲା। ସେତେବେଳେ ଏହା ସମ୍ପୂର୍ଣ୍ଣ ଶୁଖିଲା ଥିଲା, ଏକ ବୁନ୍ଦା ପାଣି ମଧ୍ୟ ନଥିଲା। ତେବେ ପ୍ରଶ୍ନ ଉଠେ, କିପରି ସମୁଦ୍ର ସୃଷ୍ଟି ହେଲା? କେଉଁଠୁ ଆସିଲା ଏତେ ଅଥଳ ପାଣି,…

ରାଜ୍ୟରେ ପ୍ରତିଷ୍ଠା ହେବ ଆଉ ୨ଟି ନୂଆ ବାଟାଲିୟନ: ସୃଷ୍ଟି ହେବ ୧୯୪୪ଟି ନୂତନ ପଦବୀ

ଭୁବନେଶ୍ବର: ଓଡ଼ିଶା ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (OISF)ର ୨ଟି ନୂଆ ବାଟାଲିୟନ୍ ରାଜ୍ୟରେ ପ୍ରତିଷ୍ଠା ହେବ । ପୂର୍ବରୁ ରାଜ୍ୟରେ ଦୁଇଟି ବାଟାଲିୟନ ଥିବା ବେଳେ ଓଡ଼ିଶା ସରକାର ଦୁଇଟି ନୂତନ OISFର ତୃତୀୟ ଏବଂ ଚତୁର୍ଥ ବାଟାଲିୟନ ପ୍ରତିଷ୍ଠାକୁ ଅନୁମୋଦନ କରିଛନ୍ତି । ଯାହା ବିଭିନ୍ନ…