Latest Odisha News

BREAKING NEWS

ପହଲଗାମ ଆତଙ୍କବାଦୀ ଆକ୍ରମଣ; ମଟନ୍ ରୋଗାନ୍ ଜୋଶ୍ ବଞ୍ଚାଇଦେଲା ୧୧ ଜୀବନ

ନୂଆଦିଲ୍ଲୀ: ଜମ୍ମୁ ଏବଂ କଶ୍ମୀରର ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଲେ କେରଳର କୋଚିର ଏକ ପରିବାର । ମଟନ୍ ରୋଗାନ୍ ଜୋଶ୍ ବଞ୍ଚାଇଦେଲା ୧୧ ଜୀବନ । ଲାବଣ୍ୟା, ଯିଏ ଦଶ ଜଣ ପରିବାର ସଦସ୍ୟଙ୍କ ସହିତ ଛୁଟି କଟାଇବାକୁ କଶ୍ମୀର ଆସିଥିଲେ । ସେ କହିଛନ୍ତି ଯେ କିପରି…

ସିକିମରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ: ଫସି ରହିଛନ୍ତି ୧୦୦୦ରୁ ଅଧିକ ପର୍ଯ୍ୟଟକ

ସିକିମ: ଉତ୍ତର ସିକିମରେ ଲଗାତାର ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ଯୋଗୁଁ, ହଜାରରୁ ଅଧିକ ପର୍ଯ୍ୟଟକ ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି। ପୋଲିସ ସୂତ୍ର ଅନୁଯାୟୀ, ଚୁଙ୍ଗଥାଙ୍ଗ ଗୁରୁଦ୍ୱାରା ଏବଂ ଆଇଟିବିପି କ୍ୟାମ୍ପରେ ପ୍ରାୟ ୨୦୦ ପର୍ଯ୍ୟଟକ ଗାଡ଼ି ଫସି ରହିଛି, ଲାଚୁଙ୍ଗରେ ପ୍ରାୟ ୧୦୦୦…

ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ: ଓଡିଶାର ଅନୀମେଶଙ୍କ ଉପରେ ରହିବ ନଜର

ଭୁବନେଶ୍ୱର: ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ଏଥିରେ ଓଡିଶାର ଷ୍ଟାର ଆଥଲେଟ ଅନୀମେଶ କୁଜୁର ସ୍ଥାନ ପାଇଛନ୍ତି । ନିକଟରେ ସମ୍ପନ୍ନ ହୋଇଥିବା ଫେଡେରେଶନ କପ ଜାତୀୟ ଆଥଲେଟିକ୍ସରେ ଅନୀମେଶ ୨୦୦ ମିଟରରେ ଜାତୀୟ ରେକର୍ଡ ସ୍ଥାପନ କରିଥିଲେ । ସେ ୨୦.୪୦…

ସ୍ବାଭିମାନ ଅଞ୍ଚଳରୁ ମାଓ ଡ଼ମ୍ପ ଉଦ୍ଧାର, ସର୍ଚ୍ଚ ଅପରେସନ ଜାରି

ମାଲକାନଗିରି: ସ୍ବାଭିମାନ ଅଞ୍ଚଳରୁ ଉଦ୍ଧାର ହେଲା ମାଓ ଡ଼ମ୍ପ । ମାଲକାନଗିରି ଜିଲ୍ଲା ସ୍ବାଭିମାନ ଅଞ୍ଚଳର କେନ୍ଦୁଗୁଡା ଏବଂ ସଲଗାଓଁପୁଟ ଜଙ୍ଗଲରେ ମାଓ ଡ଼ମ୍ପ ଉଦ୍ଧାର କରିଛନ୍ତି ଗୋରାସେତୁ ଓ ଯୋଡାମ୍ବ ବିଏସଏଫ୍ ଯବାନ । ଗୁଇନ୍ଦା ବିଭାଗ ସୂଚନା ପାଇ ୧୭୭ ବିଏସଏଫ୍ ବାଟାଲିୟନ ପକ୍ଷରୁ…

କଠୁଆରେ ୪ସନ୍ଦିଗ୍ଧ ଆତଙ୍କୀ ଥିବା ସୂଚନା; ମହିଳା ଦେଲେ ସୁରକ୍ଷା ବାହିନୀକୁ ଖବର

ଶ୍ରୀନଗର: ଜମ୍ମୁ-କାଶ୍ମୀରର କଠୁଆ ଜିଲ୍ଲାର ହୀରାନଗର ସେକ୍ଟରରେ ସୁରକ୍ଷା ବାହିନୀ ଏକ ବଡ଼ ଧରଣର ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ଯେଉଁଥିରେ ୨୬ ଜଣ ଲୋକ ପ୍ରାଣ ହରାଇଥିଲେ। ବଢ଼ୁଥିବା ସୁରକ୍ଷା…

ଟି୨୦ରେ ଧୋନୀ ଖେଳିଲେ ୪୦୦ ମ୍ୟାଚ

ଚେପକ: ଚେନ୍ନାଇ ସୁପର କିଙ୍ଗସର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ୪୦୦ ଟି୨୦ ମ୍ୟାଚ ଖେଳିବା ଗୌରବ ଅର୍ଜନ କରିଛନ୍ତି । ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ ଅବସରରେ ସେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି । ଭାରତର ୪ର୍ଥ ବ୍ୟାଟ୍ସମ୍ୟାନ ଭାବେ ଧୋନୀ ୪୦୦ ମ୍ୟାଚ କ୍ଲବରେ ସାମିଲ ହୋଇଛନ୍ତି ।…

ନବନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ରାଜ୍ୟ ସୂଚନା ଆୟୁକ୍ତଙ୍କ ଶପଥ ଗ୍ରହଣ ଅନୁଷ୍ଠିତ

ଭୁବନେଶ୍ୱର: ନବ ନିଯୁକ୍ତ ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଏବଂ ୩ ଜଣ ରାଜ୍ୟ ସୂଚନା ଆୟୁକ୍ତ ଶପଥ ଗ୍ରହଣ କରିଛନ୍ତି । ଆଜି ରାଜଭବନର ଅଭିଷେକ ହଲ୍ ଠାରେ ଆୟୋଜିତ ଶପଥ ଗ୍ରହଣ ଉତ୍ସବରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପତି ରାଜ୍ୟ ମୁଖ୍ୟ ସୂଚନା ଆୟୁକ୍ତ ଭାବେ ମନୋଜ କୁମାର ପରିଡ଼ା, ରାଜ୍ୟ ସୂଚନା…

‘ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ ସମାଜକୁ ବିଭାଜିତ କରିବା, ଆମେ ସଫଳ ହେବାକୁ ଦେବାନି’

ଶ୍ରୀନଗର: ୨୨ ଏପ୍ରିଲରେ ଜମ୍ମୁ -କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣ ପରେ କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ଶ୍ରୀନଗରରେ ପହଞ୍ଚିଥିଲେ। ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହା ସହିତ, ପହଲଗାମ ଆତଙ୍କବାଦୀ ଆକ୍ରମଣର ଆହତ ଏବଂ ପୀଡିତ…

‘ପାକିସ୍ତାନୀ ଅଭିନେତା ଏବଂ ଖେଳାଳିମାନଙ୍କ ପ୍ରତି କୌଣସି ସହାନୁଭୂତି ନାହିଁ’

ମୁମ୍ବାଇ: ଜମ୍ମୁ କଶ୍ମୀର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନୀ ନାଗରିକଙ୍କ ଭିସା ବାତିଲ କରିଦେଇଛନ୍ତି ଏବଂ ସେମାନଙ୍କୁ ଏପ୍ରିଲ ୨୭ ପୂର୍ବରୁ ଭାରତ ଛାଡି ପାକିସ୍ତାନ ଫେରିଯିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଷ୍ପତ୍ତି ପରେ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ…

ପହଲଗାମ ଆତଙ୍କବାଦୀ ଆକ୍ରମଣ: ବିସିସିଆଇ ଉଠାଇପାରେ ବଡ ପଦକ୍ଷେପ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀମାନେ ନାରକୀୟ କାଣ୍ଡ ରଚିବା ପରେ ଏବେ ଭାରତ କଠୋର ପଦକ୍ଷେପ ନେବା ଆରମ୍ଭ କରିଛି । ଏଥିରେ ଭାରତୀୟ କ୍ରିକେଟ ମଧ୍ୟ ସାମିଲ ହୋଇଛି । ଭାରତୀୟ ପ୍ରଶଂସକମାନେ ବିସିସିଆଇକୁ ସନ୍ଦେଶ ଦେଇଛନ୍ତି ଯେ, ଆଗକୁ ପାକିସ୍ତାନ ସହ ଯେପରି ଭାରତ କୌଣସି ଆନ୍ତର୍ଜାତୀୟ ମ୍ୟାଚ…